Odisha Link
Bridging the Missing Links in Odisha
Daily Archives

December 5, 2020

ଟାଟାର ସ୍ପଷ୍ଟୋକ୍ତି, ଆକାଶ ଟାଟାର…

ଭୁବନେଶ୍ୱର: ଆକାଶ ପାଠକ ଟାଟାର କର୍ମଚାରୀ ନଥିଲେ। ଏ ନେଇ ପୁଣିଥରେ ସ୍ପଷ୍ଟୀକରଣ ରଖିଛି ଟାଟା। ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କୋଟି କୋଟି ଟଙ୍କା ଆଦାୟ ଅଭିଯୋଗ ଥିଲା। ଅନ୍ୟପକ୍ଷରେ ଗଣମାଧ୍ୟମ ସମ୍ମୁଖରେ ଆକାଶ କହିଛନ୍ତି, ମୁଁ ଟାଟାରେ ଚାକିରି କରୁଥିଲେ। ହେଲେ ଏବେ ଟାଟା…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୬୦୫…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୫, ୨୭୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା…

ରାଜ୍ୟରେ ନାହିଁ କରୋନାର ଦ୍ୱିତୀୟ ଲହରି…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଅନ୍ୟପଟେ ଶୀତ କାରଣରୁ ଦେଶରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁନଃ ବ୍ୟାପିବାରେ ଲାଗିଛି। ହେଲେ ଏହାରି ମଧ୍ୟରେ ଓଡ଼ିଶା ପାଇଁ ଆସିଛି ଆସିଛି ଆଶ୍ଵସ୍ତିକର ଖବର। ରାଜ୍ୟରେ ଏବେ ଦ୍ଵିତୀୟ ସଂକ୍ରମଣର ଆଶଙ୍କା ନାହିଁ।…

୨୧ ଜଣିଆ ଭ୍ୟାକ୍ସିନ କମିଟି କଲା ରାଜ୍ୟ…

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବିଭିନ୍ନ ସ୍ଥାନରେ ଟିକାର ପରୀକ୍ଷା ନୀରିକ୍ଷା କରାଯାଉଥିବା ବେଳେ ଖୁବ୍ ଶୀଘ୍ର ଏହା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଯେଭଳି ଟିକାକରଣ ବ୍ୟବସ୍ଥା ସୁଗମ ହୋଇପାରିବ, ସେ ନେଇ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଆଜି ଏ ନେଇ ସ୍ୱାସ୍ଥ୍ୟ…

ଏସସିବି ପାଇଁ ୱେବସାଇଟ୍ ଉନ୍ମୋଚନ କଲେ…

କଟକ: କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଇଛି। 5-T ବିଭାଗ ଅଧିନରେ ମେଡିକାଲ କଲେଜର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏସସିବିର ଏହି ଟ୍ରାନ୍‌ସଫର୍ମେସନରେ ପୂର୍ବତନ ଛାତ୍ରଛାତ୍ରୀମାନେ…

ମସ୍କୋ ଆରମ୍ଭ କଲା କରୋନା ଗଣଟିକାକରଣ

ନୂଆଦିଲ୍ଲୀ: ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ। କୋଭିଡ୍‌-୧୯ ବିପକ୍ଷରେ ଆଜି ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଛି।ଏନେଇ ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି। କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ଥିବାରୁ ଡାକ୍ତର…

ବଦଳିଲା ଓଜେଇଇ କାର୍ଯ୍ୟସୂଚୀ

ଭୁବନେଶ୍ୱର:  ଓଜେଇଇ କାଉନସେଲିଂ ଓ ନାମଲେଖା ତାରିଖ ୨୦୨୦-୨୧ ବର୍ଷ ଲାଗି ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର ୫ ତାରିଖ ରାତି ୧୧ଟା ୫୯ ଯାଏ କରିହେବ। ଡିସେମ୍ବର ୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ…

ନବଜାତ ଶିଶୁ ବୟସ ୨୭ ବର୍ଷ, ଜାଣନ୍ତୁ…

ନବଜାତ ଶିଶୁ ବୟସ ୨୭ ବର୍ଷ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟି ନବଜାତ ହୋଇଥିଲା ବେଳେ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ଏହି ହିସାବ କରାଯାଇଛି। ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ…

୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ…

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି…

ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ…

ନୂଆଦିଲ୍ଳୀ: ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌। ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ଆଣିଛି ଏକ ନୂଆ ଭର୍ସନ୍‌, ଯେଉଁଥିରେ ନୂଆ ଟର୍ମସ ଅଫ୍‌ ସର୍ଭିସ୍‌ ଦିଆଯାଇଛି। ଯଦି ଆପଣ ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ।…