Odisha Link
Bridging the Missing Links in Odisha

ଅନଲାଇନରେ ଅବଢ଼ା ବିକ୍ରି,ଥାନାରେ ଏତଲା

ପୁରୀ: ଅନଲାଇନରେ ଅବଢ଼ା ବିକ୍ରି ପଡ଼ିଲା ମହଙ୍ଗା। ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି।

ବିକ୍ରିରେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ମାଧ୍ୟମରେ କୁହାଯାଇଛି। ଅବଢ଼ାର ମର୍ଯ୍ୟାଦା ହାନି ହେଉଥିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହେଉଛି।

Comments are closed.