ଟ୍ରକ୍ ଦୁର୍ଘଟଣାରେ ଚାଳକ ଓ ହେଲପର ମୃତ୍ୟୁ By ଜିତେନ୍ଦ୍ର କୁମାର ଜେନା On Dec 7, 2020 କାଶୀପୁର: ରାୟଗଡା ଜିଲା ଅନ୍ତର୍ଗତ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତର ବତ୍ରିବାଲି ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରକ୍ ଦୁର୍ଘଟଣାଗସ୍ତ ହୋଇ ଗାଡିଚାଳକ ଏବଂ ହେଲପରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। Accident Share