Odisha Link
Bridging the Missing Links in Odisha

ମୂଲ୍ୟବାନ ରତ୍ନ ପଥର ଜବତ କଲା ଏସଟିଏଫ ଟିମ

ରାୟଗଡ଼ା: ରାୟଗଡ଼ାରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି ଏସଟିଏଫ ଟିମ। ରତ୍ନ ପଥରଟି ପ୍ରାୟ ୧୫୩ କିଲୋଗ୍ରାମ୍ ଓଜନର ହୋଇଥିବାର ଖବର ମିଳିଛି। ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ କରିଥିଲେ ଟିମ । ପରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ରତ୍ନ ପଥର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

Comments are closed.