Odisha Link
Bridging the Missing Links in Odisha
Daily Archives

December 11, 2020

ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ…

କଟକ: ହିଂସାର ବାଟ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ପୋଲିସ ଡିଜି। ଏଥିପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ରହିଥିବା କହିଛନ୍ତି ଡିଜିପି । ସେପଟେ ଗତ ୧୧ ତାରିଖରେ କନ୍ଧମାଳ ଗୋଛାପଡା ଥାନା ଅଞ୍ଚଳରେ ଏସଓଜି ଯବାନ୍ ଏବଂ ମାଓବାଦୀଙ୍କ ମୁହାମୁହିଁକୁ…

ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ; ବାହା…

କଟକ: ଶିଶୁପାଳ ବରର ବରିଣତି। ବିବାହ ବେଦୀରୁ ଜେଲ୍‌। ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କୁ ଆଇନ ଅନୁଯାୟୀ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରୁଥିଲେ ଯୁବକ। ବିବାହ ସମୟରେ ବେଦୀରେ ପ୍ରଥପ ପତ୍ନୀ‌ ସହ ପୋଲିସର ଚଢ଼ାଉ। ସ୍ୱାମୀ ଦ୍ଵିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ପତ୍ନୀ କଟକ…

କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଗତ ୨ ଦିନ ହେବ ସୁନା ଦରରେ ହ୍ରାସ ଘଟିଛି। ନିବେଶକମାନେ ସୁନାରୁ ନିବେଶ ପ୍ରତ୍ୟାହାର କରୁଥିବାରୁ ସୁନା ଦରରେ ହ୍ରାସ ଘଟିଛି। ଶୁକ୍ରବାର ସୁନା ୧୦ ଗ୍ରାମ୍ ପ୍ରତି ୦.୧୩ ପ୍ରତିଶତ ହ୍ରାସ ପାଇ ୪୯ ହଜାର ୦୧୫ ଟଙ୍କାରେ ପହଁଞ୍ଚିଛି। ମଲଟି କମୋଡିଟି ଏକ୍ସଚେଞ୍ଜ୍ରେ ଫେବ୍ରୁଆରୀ ୨୦୨୧ରେ ଆମଦାନୀ…

ଆରମ୍ଭ ହେଲା ଅନ୍‌ଲାଇନ୍‌ କ୍ଲିନିକ…

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ। ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର। ଫି ପୈଠ ସହ ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ ବ୍ୟବସ୍ଥା ଆଣିବାରେ…

ଅଟକିଲା ବାଲ୍ୟ ବିବାହ, ଶିଶୁପାଳ ହୋଇ…

ଦେବଗଡ଼: ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତି। ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। ମାତ୍ର ବିବାହ ପୂର୍ବରୁ ଶିଶୁପାଳ ହୋଇ ଘରକୁ ଫେରିଲେ ବର। ଏଭଳି ଏକ ଘଟଣା ଦେଖଇବାକୁ ମିଳିଛି ଦେବଗଡ଼ ଥାନା ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ। ଚାଇଲଡ ଲାଇନ ପକ୍ଷରୁ ପୁଲିସ ସହାୟତାରେ ଏକ ବାଲ୍ୟ ବିବାହ ରୋକା…

୧୪ରେ ବିଜେପି ନେତାଙ୍କ ଘର ଘେରାଉ କରିବେ…

ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ରାସ୍ତାକୁ ଚାଷୀ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ଚାଷୀ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୂଚନା ଦେଇଥିଲା ଚାଷୀ ସଂଘ। ଭାରତୀୟ କୃଷକ ସଂଘର ମୁଖ୍ୟ ବଲବୀର ଏସ ରାଜୱାଲ କହିଛନ୍ତି ଯେ ଡିସେମ୍ବର ୧୨ରେ ଆମେ ଦିଲ୍ଲୀ-ଜୟପୁର…

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ…

ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଦୀର୍ଘ ଦିନ ଧରି ସ୍ବାଭିମାନ ଅଞ୍ଚଳବାସୀ ସ୍ବାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କର ଫୋକସରେ ରହିଥିବା ସ୍ବାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି। ଏହି ଦୁଇଟି ବୋଟକୁ ଆଜି ଉଦଘାଟନ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ଼: ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ଏହି ଅଭାବନୀୟ ଘଟଣାଟି ଦେବଗଡ଼ ରେଞ୍ଜ ଅନ୍ତର୍ଗତ ବାବୁରିକାନି ଗ୍ରାମରେ ଘଟିଛି। ମୃତକ ଜଣଙ୍କ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତ ବାବୁରିକାନି ଗ୍ରାମର କମାର କିଷାନ(୬୫)। ସୂଚନା ଅନୁସାରେ, କମାର ଶୌଚ ନିମନ୍ତେ ଘର…

ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦…

ମୁମ୍ବାଇ: ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ସୋନୁ ସୁଦଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହୁଛି।। ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ୍ ଅସହାୟ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଭଗବାନ। ଏଥସହ ସୋନୁ ସୁଦ୍‌ଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୮ କରୋନା…

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ, ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ଆଜି ରାଜ୍ୟରେ ଆଉ ୪୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୮୨୭୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା…