ସଡ଼କ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

କଳାହାଣ୍ଡି: ଆଜି ଟିକିରି ଥାନା କାଳିଆପଡ଼ା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଓଲଟିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କକର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି।
କଳାହାଣ୍ଡିରୁ କାମ ସାରି ଆନ୍ଧ୍ରର ଶ୍ରୀକାକୁଲମ ୪ ଜଣ ଶ୍ରମିକ ଫେରୁଥିଲେ। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ଶ୍ରମିକଙ୍କୁ ଅନ୍ୟ ୨ ଶ୍ରମିକ ଉଦ୍ଧାର କରିବା ସମୟରେ ଆଉ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନଦୀୟଲୋକେ ଓ ପୁଲିସ ଦ୍ବାରା ଟ୍ରାକ୍ଯଣ ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା।
Comments are closed.