Odisha Link
Bridging the Missing Links in Odisha

ଆରଆରବି ପରୀକ୍ଷା ସୂଚୀ ପ୍ରକାଶ

ନୂଆଦିଲ୍ଲୀ: ରେଳବାଇର ୩ ବର୍ଗରେ ନିଯୁକ୍ତି ପାଇଁ ହେବାକୁ ଥିବା ଆରଆରବି ପରୀକ୍ଷାର ସୂଚୀ ପ୍ରକାଶ ପାଇଛି। ଏଥିସହ ପରୀକ୍ଷାର୍ଥୀ ମାନେ ଆଜିଠାରୁ ରେଳବାଇର ଓ୍ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ଆରଆରବିର ୩ଟି ବର୍ଗ ପାଇଁ ମୋଟ୍ ପଦବୀ ସଂଖ୍ୟା ୧.୪ ଲକ୍ଷ ରହିଥିବା ବେଳେ ୨.୪୪ କୋଟି ପ୍ରାର୍ଥୀ ରେଜିଷ୍ଟର କରିଛନ୍ତି। ଆରଆରବିର ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ ହେବ ବୋଲି ଜଣାପଡିଛି।

Comments are closed.