Odisha Link
Bridging the Missing Links in Odisha
Daily Archives

December 12, 2020

FICCIର ୯୩ତମ ସାଧାରଣ ବୈଠକରେ ଯୋଗ…

ଭୁବନେଶ୍ଵର: ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତ୍ୟାନ୍ତ ଆବଶ୍ୟକ। FICCIର ୯୩ ତମ ସାଧାରଣ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫିକିର ସାଧାରଣ ବୈଠକରେ ଯୋଗଦେବା ସହ ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୪୦୫…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ୪୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୮, ୬୮୩କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର…

୨୩ରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ। ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର। ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି। ଏହା ସହ ସେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ରାଜ୍ୟ…

କଟକରେ ସଡ଼କ ଦୁର୍ଘଟଣା, ମଳିହା ମୃତ

କଟକ: ଆଜି କଟକ ଓଏମପି ଓଭର ବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ ଯେ, ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା। ମହିଳାଙ୍କ ଘର ଶିଖରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ନବୀନ ବାବୁ ନୁହେଁ ବରଂ ସରକାରୀ ବାବୁମାନେ…

ଭୁବନେଶ୍ୱର: ରାଜ୍ୟରେ ସୁଶାସନ ବଦଳରେ କୁଶାସନ ଚାଲିଛି। ରାଜ୍ୟରେ ଶାସନ କରିବା ପାଇଁ ଓଡିଶାର ଜନତା ନବୀନ ବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ନବୀନ ବାବୁ ନୁହେଁ ସରକାରୀ ବାବୁ ମାନେ ଶାସନ କରୁଛନ୍ତି। ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି। କୋଇଲା, ଜଙ୍ଗଲ,…

ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ…

ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏକ ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ବକ୍ତବ୍ୟ ଦେବା ପରେ ବିଜେଡ଼ି ପକ୍ଷରୁ ଏହାର ଜବାବ ଦିଆଯାଇଛି। ଏନେଇ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ…

ଏଟିଏମ୍‌ ଲୁଟ୍ ଘଟଣା: ଡେମୋ ଦେଖାଇଲେ ୨…

ଭୁବନେଶ୍ବର: ପଟିଆ ପିଏନବି ଏଟିଏମରୁ ଲୁଟ୍ ଘଟଣାରେ ଡେମୋ ଦେଖାଇଲେ ଏଟିଏମ ଲୁଟେରା। ଘଟଣାସ୍ଥଳରେ ଏଟିଏମ ଲୁଟ୍ ର ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ। କିଭଳି ଏଟିଏମ ଲୁଟ୍ କରୁଥିଲେ ସେ ନେଇ ଡେମୋ ଦେଖାଇଲେ। ଦୁଇ ଅଭିଯୁକ୍ତଙ୍କୁ ଭାଇଜାଗ୍ ସେଣ୍ଟ୍ରାଲ ଜେଲରୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି…

ଦେବୀ ଡିଜିଟାଲ ଏଡୁକେସନ ୱିଥ…

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜ୍ୟର ଖ୍ୟାତନାମା ରୋଟାରୀ ଏଲିଟ୍‌ର ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ‘we4you’ର ମିଳିତ ସହଯୋଗରେ ଅନ୍‌ଲାଇନ ଶିକ୍ଷାଭିତିକ ସେବା ଆରମ୍ଭ କରାଯାଇଛି । ସାରା ବିଶ୍ୱ କରୋନା ମହାମାରୀ ସମୟରେ ଯେଉଁ ଭଳି ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅନେକ ଅସୁବଧିର ସମ୍ମୁଖୀନ…

ପୁଣି ଫିଟ୍‌ନେସ୍‌ ଟେଷ୍ଟ ଦେବେ ରୋହିତ…

ନୂଆଦିଲ୍ଲୀ:‌ ପୁଣି ଥରେ ଫିଟ୍‌ନେସ୍‌ ଟେଷ୍ଟ ଦେବେ ଇଣ୍ଡିଆର ଷ୍ଟାର ଖେଳାଳି‌ ରୋହିତ ଶର୍ମା। ଶୁକ୍ରବାର ଜାତୀୟ କ୍ରିକେଟ ଏକାଡେମୀରୁ ଫିଟ୍‌ ନେସ୍‌ ଟେଷ୍ଟରେ ପାସ୍‌ କରିଥିବା ରୋହିତ ପୁଣିଥରେ ଦେବେ ଫିଟ୍‌ ନେସ୍‌ ଟେଷ୍ଟ। ଏନେଇ ବସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ମଧ୍ୟ…

ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ ଆକାଶ…

ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଠକେଇ କରିଥିଲେ। ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା। ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି। ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀ ଓ…