Odisha Link
Bridging the Missing Links in Odisha

ମାଣବସା ପାଇଁ ଏହି ଜିଲ୍ଲାରେ ସରକାରୀ ଅଫିସ୍‌ ଛୁଟି

କଟକ: ମାଣବସା ପାଇଁ ସରକାରୀ ଅଫିସ୍‌ ଛୁଟି। ଆସନ୍ତା କାଲି କଟକ ଓ କେନ୍ଦ୍ରାପଡାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିଶନର। ମାଣବସା ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି।

ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିବାରୁ ମାଣବସାରେ ଛୁଟି ଘୋଷଣା କରାଯାଇଛି। ଭାରତ ବନ୍ଦ ପାଇଁ ପ୍ରଥମାଷ୍ଟମୀ ଦିନ ଛୁଟି ବାତିଲ ହୋଇଥିଲା।

Comments are closed.