Odisha Link
Bridging the Missing Links in Odisha

୮ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର: ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର ଚିଠି। ବଳକା ଅର୍ଥ ଫେରାଇବା ପାଇଁ ଆଠ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଛି। କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଖୋଲିବାକୁ ପାଣ୍ଠି ମିଳିଥିଲା।

ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ ୮ଟି ବିଶ୍ୱବିଦ୍ୟାଳୟକୁ ସହାୟତା ପାଣ୍ଠି ଦେଇଥିଲା। ଉତ୍କଳ, ରମାଦେବୀ, ରେଭେନ୍ସା, ଫକୀରମୋହନ, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ପାଣ୍ଠି ମଞ୍ଜୁର ହୋଇଥିଲା।

Comments are closed.