Odisha Link
Bridging the Missing Links in Odisha
Daily Archives

December 28, 2020

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା

ବୁଗୁଡା :ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ ଥିବା ଏକ ବାଉଁଶ ଡୋଲିରେ ପକାଇ ଦେଇଥିଲେ। ଏହି ଅଭାବନୀୟ ଘଟଣାଟି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଘଟିଛି।ଗ୍ରାମବାସୀ…

ହ୍ୟାକ୍‌ ହେଲା ଫର୍‌ହା ଖାନ୍‌ଙ୍କ…

ମୁମ୍ବାଇ: ବଲିଉଡ ସିନେ ନିର୍ମାତା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ଏହା ନିଜେ ଫର୍‌ହା ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେ ତାଙ୍କର କମ୍ପ୍ୟୁଟର୍‌ ଇଞ୍ଜିନିୟର ସ୍ବାମୀ…

ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି ।ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ…

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇ ପାଇଁ ନିଷ୍ପତି ନେଇଛନ୍ତି। ଡିସେମ୍ବରରେ ଜାରି ହୋଇଥିବା ସମସ୍ତ କଟକଣା ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ। ୨୦୨୧ ଜାନୁଆରି ୩୧ ଯାଏ କଟକଣା ଜାରି କଲା କେନ୍ଦ୍ର ସରକାର। ଦେଶରେ…

ଶୀତ ପାଇଁ ସତର୍କତା ଜାରି କଲା…

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି, ସୋନପୁର, କୋରାପୁଟ, ବଲାଙ୍ଗିର, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାରିପଦାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଆସନ୍ତା ୨ରୁ୩ ଦିନ…

ପାଠ୍ୟକ୍ରମରେ ସାମିଲ ହେବ ବରପୁତ୍ରଙ୍କ…

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଓଡ଼ିଶାର ବରପୁତ୍ରଙ୍କ ଜୀବନୀ। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ରଖାଯିବ। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ। ମେଧାବୀ ପିଲାଙ୍କୁ…

ନେତା ଓ ଅଫିସର ସମ୍ପତ୍ତି ତାଲିକା ଦେବା…

ଭୁବନେଶ୍ୱର: ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ।…

ସରକାରୀ ସ୍କୁଲ୍‌ରେ ପଢିଲେ ଡାକ୍ତରୀ…

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହି ବୈଠକରେ ୧୨ ଟି ପ୍ରସ୍ତାଵକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ…

ଏକାଠି ନଜର ଆସିବେ ରଶ୍ମୀକା ଓ ଅମିତାଭ

ମୁମ୍ବାଇ: ଖୁବ ଶୀଘ୍ର ବଲିଉଡ଼ରେ ପାଦ ଦବାକୁ ଯାଉଛନ୍ତି ଟଲିଉଡ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ସିନେମା ‘ମିସନ ମଜନୁ’ରେ ନଜର ଆସିବେ। ତେବେ ତାଙ୍କର ପ୍ରଥମ ସିନେମା ରିଲିଜ ହେବା ପୂର୍ବରୁ ଦ୍ୱିତୀୟ ସିନେମା ବି ସାଇନ କରିସାଲେଣି। ଖୁବ ଶୀଘ୍ର ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର…

କଟକରେ ହେବ ନାହିଁ ଜିରୋ ନାଇଟ…

କଟକ: ଭୁବନେଶ୍ବର ପରେ ପରେ ଏବେ କଟକ ମହାନଗର ଅଞ୍ଚଳରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରିସେନ। ସିଏମ୍‌ସି ଏ ନେଇ କଟକଣା ଜାରିକଲା ।କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି ବିଜ୍ଞପ୍ତି ଜାରି କରିଛି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ…