Odisha Link
Bridging the Missing Links in Odisha

୨୦୨୧ ପାଇଁ ଛୁଟି ତାଲିକା ଜାରି କଲା ଆରବିଆଇ, ଜାଣନ୍ତୁ ତାଲିକା

ମୁମ୍ବାଇ: ୨୦୨୧ ପାଇଁ ଛୁଟି ତାଲିକା ଜାରି କଲା ଆରବିଆଇ। ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି।

ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀତ ମାସର ୨ୟ ଏବଂ ୪ର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଆରବିଆଇର ଓ୍ୱେବସାଇଟ୍‌ ମୁତାବକ ସମସ୍ତ ଛୁଟିଗୁଡିକୁ ଅଲଗା ଅଲଗା ରାଜ୍ୟକୁ ଅନୁସାରେ ନିଷ୍ପତ୍ତି ନିଆଯାଇଛି। କିଛି ଛୁଟି ସାରା ଦେଶରେ ଥିବା ବ୍ୟାଙ୍କ ପାଇଁ ଲାଗୁ ହୋଇଛି।

ଜାନୁଆରୀ ୨୦୨୧

ଜାନୁଆରୀ  ୧, ଶୁକ୍ରବାର- ନୂଆ ବର୍ଷର ପ୍ରଥମ ଦିନ

ଜାନୁଆରୀ ୨, ଶନିବାର – ନୂତନ ବର୍ଷର ଛୁଟି

ଜାନୁଆରୀ  ୯, ୨ୟ ଶନିବାର

ଜାନୁଆରୀ ୧୧, ସୋମବାର- ମେସିନାରୀ ଡେ

ଜାନୁଆରୀ ୧୪,ଗୁରୁବାର- ମକର ସଂକ୍ରାନ୍ତ ଏବଂ ପୋଙ୍ଗଲ

ଜାନୁଆରୀ ୧୫କୁ ତିରୁବିଲବର ଦିବସ (କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ )

ଜାନୁଆରୀ ୨୩, ମାସର ୪ର୍ଥ ଶନିବାର

ଜାନୁଆରୀ ୨୬,ମଙ୍ଗଳବାର- ଗଣତନ୍ତ୍ର ଦିବସ

ଫେବୃଆରୀ ୨୦୨୧

ଫେବୃଆରୀ ୧୩, ୨ ୟ ଶନିବାର

ଫେବୃଆରୀ ୧୬, ମଙ୍ଗଳବାର –ବସନ୍ତ ପଞ୍ଚମୀ

ଫେବୃଆରୀ ୨୭, ୪ର୍ଥ ଶନିବାର- ଗୁରୁ ରବିଦାସ ଜୟନ୍ତୀ

ମାର୍ଚ୍ଚ ୨୦୨୧

ମାର୍ଚ୍ଚ ୧୧, ଗୁରୁବାର – ମହାବିଷୁବ ସଂକ୍ରାନ୍ତି

ମାର୍ଚ୍ଚ ୧୩, ୨ୟ ଶନିବାର

ମାର୍ଚ୍ଚ ୨୭-୪ର୍ଥ ଶନିବାର

ମାର୍ଚ୍ଚ ୨୯, ସୋମବାର -ହୋଲି

ଅପ୍ରେଲ୍ ୨୦୨୧

ଅପ୍ରେଲ୍‌ ୨, ଶୁକ୍ରବାର- ଗୁଡ୍‌ ଫାଇଡ୍ରେ

ଅପ୍ରେଲ ୮, ଗୁରୁବାର- ବୁଦ୍ଧ ପୂର୍ଣ୍ଣିମା

ଅପ୍ରେଲ୍‌ ୧୦, ୨ୟ ଶନିବାର

ଅପ୍ରେଲ୍‌ ୧୪, ଗୁରୁବାର – ବୈଶାଖୀ ଏବଂ ଡ. ବିଆର୍‌ ଆମ୍ବେଦର ଜୟନ୍ତୀ

ଅପ୍ରେଲ୍‌ ୨୧, ବୁଧବାର – ରାମ ନବମୀ

ଅପ୍ରେଲ୍‌ ୨୪, ୪ର୍ଥ ଶନିବାର

ଅପ୍ରେଲ ୨୫, ରବିବାର-ମହାବୀର ଜୟନ୍ତୀ

ମଇ ୨୦୨୧

ମଇ ୧, ଶନିବାର, ଶ୍ରମିକ ଦିବସ

ମଇ ୮- ୨ୟ ଶନିବାର

ମଇ ୧୨, ବୁଧବାର , ଇଦ୍‌-ଉଲ-ଫିତର

ମଇ ୨୨, ୪ର୍ଥ ଶନିବାର

ଜୁନ୍‌ ୨୦୨୧

ଜୁନ୍‌ ୧୨, ୨ୟ ଶନିବାର

ଜୁନ୍‌ ୨୬, ୪ର୍ଥ ଶନିବାର

ଜୁଲାଇ ୨୦୨୧

ଜୁଲାଇ ୧୦, ୨ୟ ଶନିବାର

ଜୁଲାଇ ୨୦, ମଙ୍ଗଳବାର- ବକ୍ରିଇଦ୍‌/ଇଦ୍‌-ଉଲ୍‌-ଆଦ୍‌ହା

ଜୁଲାଇ ୨୪, ୪ର୍ଥ ଶନିବାର

ଅଗଷ୍ଟ ୨୦୨୧

ଅଗଷ୍ଟ ୧୦, ମଙ୍ଗଳବାର- ମୋହରମ

ଅଗଷ୍ଟ ୧୪, ୨ୟ ଶନିବାର

ଅଗଷ୍ଟ ୧୫, ରବିବାର – ସ୍ୱାଧିନତା ଦିବସ

ଅଗଷ୍ଟ ୨୨-ରବିବାର- ରାକ୍ଷୀ ପୂର୍ଣ୍ଣିମା

ଅଗଷ୍ଟ ୨୮-୪ର୍ଥ ଶନିବାର

ଅଗଷ୍ଟ ୩୦-ସୋମବାର ଜନ୍ମାଷ୍ଟମୀ

ସେପ୍ଟେମ୍ବର ୨୦୨୧

ସେପ୍ଟେମ୍ବର ୧୦, ଶୁକ୍ରବାର- ଗଣେଷ ଚତୁର୍ଥୀ

ସେପ୍ଟେମ୍ବର ୧୧, ୨ୟ ଶନିବର

ସେପ୍ଟେମ୍ବର ୨୫, ଶନିବାର- ୪ର୍ଥ ଶନିବାର

ଅକ୍ଟୋବର ୨୦୨୧

ଅକ୍ଟୋବର ୨, ଶନିବାର ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ୯, ୨ୟ ଶନିବାର

ଅକ୍ଟୋବର ୧୩, ବୁଧବାର-ମହାଅଷ୍ଟମୀ

ଅକ୍ଟୋବର ୧୫, ଶୁକ୍ରବାର, ଦଶହରା

ଅକ୍ଟୋବର ୧୮ , ସୋମବାର – ଇଦ୍‌-ଏ-ମିଲାନ୍‌

ଅକ୍ଟୋବର ୨୩, ୪ର୍ଥ ଶନିବାର

ନଭେମ୍ବର ୨୦୨୧

ନଭେମ୍ବର ୪, ଗୁରୁବାର- ଦୀପାବଳୀ

ନଭେମ୍ବର ୬, ଶନିବାର- ଭାଇଦୁଜ୍‌

ନଭେମ୍ବର ୧୩, ୨ୟ ଶନିବାର

ନଭେମ୍ବର ୧୫, ସୋମବାର- ଦୀପାବଳୀ ଛୁଟି

ନଭେମ୍ବର ୧୯, ଶୁକ୍ରବାର – ଗୁରୁନାନକ ଜୟନ୍ତୀ

ନଭେମ୍ବର ୨୭, ୪ର୍ଥ ଶନିବାର

ଡିସେମ୍ବର ୨୦୨୧

ଡିସେମ୍ବର ୧୧- ୨ୟ ଶନିବାର

ଡିସେମ୍ବର ୨୫, ୪ର୍ଥ ଶନିବାର ଏବଂ କ୍ରିସମାସ୍‌ ଡେ

Comments are closed.