Odisha Link
Bridging the Missing Links in Odisha
Yearly Archives

2020

୬୧ତମ ପ୍ରତିଷ୍ଠା ଦିବସ ପାଳୁଛି…

ଭୁବନେଶ୍ୱର: ଆଜି ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହି ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେବେ ଅତିଥି ଭାବେ ଯୋଗ ଦେବେ ବୋଲି…

ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ଦୀର୍ଘ ନଅ ମାସର ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ସୂଚନା ଅନୁସାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ସମସ୍ତ ଭକ୍ତ ମାଆଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ…

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା

ବୁଗୁଡା :ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ ଥିବା ଏକ ବାଉଁଶ ଡୋଲିରେ ପକାଇ ଦେଇଥିଲେ। ଏହି ଅଭାବନୀୟ ଘଟଣାଟି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଘଟିଛି।ଗ୍ରାମବାସୀ…

ହ୍ୟାକ୍‌ ହେଲା ଫର୍‌ହା ଖାନ୍‌ଙ୍କ…

ମୁମ୍ବାଇ: ବଲିଉଡ ସିନେ ନିର୍ମାତା ଫର୍‌ହା ଖାନ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ଏହା ନିଜେ ଫର୍‌ହା ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହା ପୂର୍ବରୁ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ସେ ତାଙ୍କର କମ୍ପ୍ୟୁଟର୍‌ ଇଞ୍ଜିନିୟର ସ୍ବାମୀ…

ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି ।ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ…

ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇ ପାଇଁ ନିଷ୍ପତି ନେଇଛନ୍ତି। ଡିସେମ୍ବରରେ ଜାରି ହୋଇଥିବା ସମସ୍ତ କଟକଣା ଜାନୁଆରି ୩୧ ପର୍ଯ୍ୟନ୍ତ ବଳବତ୍ତ ରହିବ। ୨୦୨୧ ଜାନୁଆରି ୩୧ ଯାଏ କଟକଣା ଜାରି କଲା କେନ୍ଦ୍ର ସରକାର। ଦେଶରେ…

ଶୀତ ପାଇଁ ସତର୍କତା ଜାରି କଲା…

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି, ସୋନପୁର, କୋରାପୁଟ, ବଲାଙ୍ଗିର, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାରିପଦାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଆସନ୍ତା ୨ରୁ୩ ଦିନ…

ପାଠ୍ୟକ୍ରମରେ ସାମିଲ ହେବ ବରପୁତ୍ରଙ୍କ…

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଓଡ଼ିଶାର ବରପୁତ୍ରଙ୍କ ଜୀବନୀ। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ରଖାଯିବ। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ। ମେଧାବୀ ପିଲାଙ୍କୁ…

ନେତା ଓ ଅଫିସର ସମ୍ପତ୍ତି ତାଲିକା ଦେବା…

ଭୁବନେଶ୍ୱର: ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ।…

ସରକାରୀ ସ୍କୁଲ୍‌ରେ ପଢିଲେ ଡାକ୍ତରୀ…

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହି ବୈଠକରେ ୧୨ ଟି ପ୍ରସ୍ତାଵକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ…