Odisha Link
Bridging the Missing Links in Odisha

ସ୍ବାଗତମ ୨୦୨୧

ଭୁବନେଶ୍ବର: ୨୦୨୦ର ବିକଟାଳ ରୂପକୁ ବିଦାୟ ଦେବା ସହ ଅନେକଗୁଡ଼ିଏ ଆଶା ଓ ଆକାକ୍ଷାକୁ ନେଇ ୨୦୨୧କୁ ସ୍ବାଗତ କରିଛନ୍ତି ରାଜ୍ୟ ବାସି। ଅବଶ୍ୟ କଟକଣାରୁ ଆରମ୍ଭ ହୋଇଛି ନବବର୍ଷ ତଥାପି ୨୦୨୧ରେ ଏହି କଟକଣାର ଶିକୁଳି ଛିଡ଼ିବ ବୋଲି କାମନା। ବିଗତ ବର୍ଷ ୨୦୨୦ର ସମସ୍ତ ଦୁଃଖ ଦୁର୍ଦଶାର ପ୍ରକଟ ଛବିକୁ ଲିଭାଇ ୨୦୨୧ ସମସ୍ତଙ୍କ ଜୀବନରେ ସୁଖ ସ୍ବାଛନ୍ଦ ଲହରୀ ଖେଳାଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଓଡ଼ିଶାଲିଙ୍କ୍‌ ତରଫରୁ ପ୍ରାର୍ଥନା।

Comments are closed.