Odisha Link
Bridging the Missing Links in Odisha
Daily Archives

January 2, 2021

ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା…

କଟକ: ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହେଇଛି। ଏନେଇ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ପଛୁଆ ବର୍ଗଙ୍କ ହେବ ଡାଟାବେସ୍

ଭୁବନେଶ୍ବର: ଆଜି ରାଜ୍ୟ ପଛୁଆ ବର୍ଗ କମିଶନ୍‌ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କହିଛନ୍ତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳ। ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା । ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ…

ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍

ଭୁବନେଶ୍ୱର: ନୂଆବର୍ଷରେ ନୂଆ ଲୁକ୍। ନୂଆ ବର୍ଷରୁ ନୂଆ ପୋଷାକ ପିନ୍ଧିଛନ୍ତି ଅଗ୍ନିଶମ କର୍ମଚାରୀ। ଗୋଟିଏ ପୋଷାକରେ ଦୁଇ ଦୁଇଟି ସେବା ଯୋଗାଇବ। ସୁରକ୍ଷା ସହ ଦକ୍ଷତା ବଢ଼ାଇବ। ଏଭଳି ପୋଷାକ ସବୁଠୁ ଅତ୍ୟାଧୁନିକ, ଦାମୀ ମଧ୍ୟ। ଏହି ପୋଷାକରେ ୩ଟି ଲେୟାର ମଧ୍ୟ ରହି। ଏହାକୁ ଫାୟାର ରେଜିଷ୍ଟାନ୍ସ ସୁଟ୍…

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଫେବ୍ରୁଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଏଥିଲାଗି ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ସମୁଦାୟ ୩୯୨ଟି ପଦବୀ ପାଇଁ ଏବର୍ଷ…

କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନକୁ ମିଳିଲା ଅନୁମତି। ସ୍ବଦେଶ ପ୍ରସ୍ତୁତ କୋଭାକ୍ସିନକୁ ଭାରତରେ ଅନୁମତି ମିିଳିଛି। ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍। ଗତକାଲି ଭାରତରେ ଟିକାକରଣ ନେଇ ଅକ୍ସଫୋର୍ଡ ଟିକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ…

ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ।ଏଥିପାଇଁ ଜାରି ହୋଇଛି ଗାଇଡଲାଇନ। କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ସ୍କୁଲରେ ସାମାଜିକ ଦୂରତା ସହ…

ମେ ୩ରୁ ମାଟ୍ରିକ ଓ ୧୫ରୁ ଯୁକ୍ତ ୨…

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଅଷ୍ଟମରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ମେ’ ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ…

ଜାନୁଆରୀ ୮ରୁ ଖୋଲିବ ସ୍କୁଲ

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଆଇସୋଲେସନ୍‌ରେ ୫ ଭାରତୀୟ କ୍ରୀକେଟର

ନୂଆଦିଲ୍ଲୀ: ୫ ଭାରତୀୟ କ୍ରିକେଟରଙ୍କ ଉପରେ ଅଷ୍ଟ୍ରେଲିଆ କ୍ରିକେଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତୀୟ କ୍ରିକେଟର ରୋହିତ ଶର୍ମା ସମେତ ୫ ଜଣଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଷଭ ପନ୍ତ,…

କାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ…

ପୁରୀ: ୯ ମାସ ପରେ ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ ଭକ୍ତ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କରିବେ ଦର୍ଶନ ।ପରୀକ୍ଷାମୂଳକ ଭାବେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ଏବେ ୧୫ରୁ ୧୭ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ପ୍ରଶାସନ…