Odisha Link
Bridging the Missing Links in Odisha

ଆଇସୋଲେସନ୍‌ରେ ୫ ଭାରତୀୟ କ୍ରୀକେଟର

ନୂଆଦିଲ୍ଲୀ: ୫ ଭାରତୀୟ କ୍ରିକେଟରଙ୍କ ଉପରେ ଅଷ୍ଟ୍ରେଲିଆ କ୍ରିକେଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତୀୟ କ୍ରିକେଟର ରୋହିତ ଶର୍ମା ସମେତ ୫ ଜଣଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଷଭ ପନ୍ତ, ଶୁଭମନ ଗିଲ୍, ପୃଥିୀ ସ, ନବଦୀପ ସାଇନି ଆଇସୋଲେସନରେ ଭର୍ତ୍ତି ହୋଇଛନ୍ତି। ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଡିନର ଭିଡିଓ ଭାଇରାଲ ପରେ ଏହି ପଦକ୍ଷେପ ନିଆଯାଇଛି।

Comments are closed.