Odisha Link
Bridging the Missing Links in Odisha

ସୌରଭ ଗାଙ୍ଗୁଲି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ। ଆଜି ଛାତିରେ ଯନ୍ତ୍ରଣା ହେବା ହେତୁ କୋଲକାତାର ଏକ ହସ୍ପିଟାଲରେ ଦାଦାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

Comments are closed.