Odisha Link
Bridging the Missing Links in Odisha

ଆସନ୍ତାକାଲି ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡ଼ା: ଦୀର୍ଘ ନଅ ମାସ ପରେ ରାଜ୍ୟର ସମସ୍ତ ଦେବା ଦବୀ ମନ୍ଦିର ଖୋଲିବା ସହିତ କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଆସନ୍ତାକାଲି ଖୋଲିବାକୁ ଯାଉଛି। ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ତେବେ କରୋନା ଯୋଗୁଁ ମାର୍ଚ୍ଚ ୧୭ରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ବନ୍ଦ ଥିଲା। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.