Odisha Link
Bridging the Missing Links in Odisha
Daily Archives

January 3, 2021

ପାହାଡ ଉପରେ ପ୍ରେମ ନିବେଦନ, ୬୫୦ ଫୁଟ…

ନୂଆଦିଲ୍ଲୀ: ପ୍ରେମ ନିବେଦନର ମୂହୁର୍ତ୍ତ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ। ଏହି ମୁହୂର୍ତ୍ତକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି। କିଏ ଆକାଶରେ ପ୍ରେମ ନିବେଦନର ପ୍ଲାନ କରେ ତ କିଏ ପାହାଡ଼ ଉପରେ। କିନ୍ତୁ ବେଳେ ବେଳେ ଏହି ପ୍ଲାନ ବହୁ ମହଙ୍ଗା ପଡିପାରେ।…

କୁଳମଣି ବରାଳ ହତ୍ୟା ମାମଲା, ୧୨ ଜଣଙ୍କ…

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା। ହତ୍ୟା ମାମଲା ନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ରୁଜୁ କରାଯାଇଛି। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଏନେଇ ଏତଲା ଦେଇଛନ୍ତି। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା ନିଆଯାଇଛି। ଏହି ମାମଲାରେ…

କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ:…

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରତିହତ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଉଭୟ ଟିକା ନିରାପଦ ବୋଲି ଆଜି ଭାରତୀୟ ଔଷଧ ନିୟାମକ ନିର୍ଦ୍ଦେଶକ କହିଛନ୍ତି। ଡିସିଜିଆଇ ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ, ବହୁ ପରୀକ୍ଷାନିରୀକ୍ଷା ପରେ ଏହି…

ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଛାତ, ୮…

ଗାଜିଆବାଦ: ଅନ୍ତିମ ସଂସ୍କାର ବେଳେ ଭୁଶୁଡିଲା ଶ୍ମଶାନ ଘର ଛାତ। ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁହୋଇଛି। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ଗାଜିଆବାଦର ମୁରାଦାନଗର ଅଞ୍ଚଳରେ। ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଘରର ଛାତ ଖସି ପଡିଥିଲା। ଫଳରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ। ମାଟି…

ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଖୋଲିବ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଫଳରେ ଅନଲାଇନ ଜରିଆରେ ପାଠପଢା ହେଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ୮ ତାରିଖରୁ ସ୍କୁଲ…

ୟୁଜି ଓ ପିଜି ସେମିଷ୍ଟର ତାରିଖ ଘୋଷଣା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଘୋଷଣା କରାଯାଇଛି। ଏଥିସହ ୟୁଜି ଓ ପିଜି ସେମିଷ୍ଟର…

ଜେଲରେ ପ୍ରଦୀପ ପାଣିଗ୍ରାହୀ,…

ଗୋପାଳପୁର: ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଜେଲ୍‌ରେ ଥିବା ବେଳେ ମଧ୍ୟ ତାଙ୍କ ସମର୍ଥକ ଏବେ ବି ସକ୍ରିୟ ଥିବା ଜଣାପଡିଛି। ବି‌ଶେଷ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରଦୀପଙ୍କ ସମର୍ଥକ ସକ୍ରିୟ ହୋଇ ଉଠିଛନ୍ତି। ଏଭଳି ସ୍ଥିତିରେ ନୂଆ ବର୍ଷରେ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି…

ବଡ଼‌ ଖବର: ଆସନ୍ତା ୧୧ରୁ ଖୋଲିବ କଲେଜ ଓ…

ଭୁବନେଶ‌୍ବର: ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି। ବିଜ୍ଞପ୍ତି ମୁତାବକ,…

ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ୱାର। ଜଗା ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ। ଆଜି ସର୍ବସାଧାରଣଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ସିଂହଦ୍ୱାରରୁ ପତିତପାବନଙ୍କୁ…

ସ୍କୁଲ ହଷ୍ଟେଲ ଖୋଲିବ: ସମୀର ଦାଶ

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସ୍କୁଲ ସହ ଖୋଲିବ ହଷ୍ଟେଲ। ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର। ପିଲାଙ୍କ ପାଠପଢାରେ କିଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ…