Odisha Link
Bridging the Missing Links in Odisha
Daily Archives

January 4, 2021

ମାସ ଶେଷ ସୁଦ୍ଧା ମିଳିବ ଟିକା

ଭୁବନେଶ୍ୱର : ଓଡ଼ିଶାକୁ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ କରୋନା ଟିକା। ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି, ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି। ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ…

ରାଜଧାନୀରୁ ଚିହ୍ନଟ ହେଲେ ଆଉ ୧୧ ଜଣ…

ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୧୧ ଜଣ କରୋନା ପଜିଟିଭ୍। ଏଥିସହିତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୭୫ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୩ ଜଣ ରହିଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।…

ପ୍ରତିଦିନ ସ୍କୁଲ ଛାତ୍ରୀଙ୍କୁ ମିଳିବ…

ଗୌହାଟୀ: ଛାତ୍ରୀଙ୍କ ପାଇଁ ଖୁସି ଖବର। ନିୟମିତ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିଲେ ମିଳିବ ୧୦୦ ଟଙ୍କା। ଏହି ସୂଚନା ରବିବାର ଦିନ ଆସାମର ଶିବସାଗରଠାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଦେଇଛନ୍ତି। ଛାତ୍ରୀମାନେ ଯେପରି ନିୟମିତ ସ୍କୁଲ ଆସିବେ ଏବଂ କଲେଜ ଆଦି ଶିକ୍ଷାନୁଷ୍ଠାନରେ…

ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୦୦ ତଳକୁ କମିଛି। ଗତ ୨୪ ଘଣ୍ଟାରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୭୭ ଟି ଲୋକାଲ କେଶ ରହିଛି । ଏହା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଭଗବାନ ନାୟକ ବିଜେପିରୁ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ସୁଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତ ସରୋଜ ସେଠୀର ହେବ…

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ କୋର୍ଟକରେ ଅନୁମତି ଲୋଡ଼ିଛି ଏସଆଇଟି। ପକ୍ସୋ କୋର୍ଟରେ ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି। ପ୍ରକାଶ ଯେ, ଏସଆଇଟି ଅଭିଯୁକ୍ତ ସରୋଜକୁ ପରୀ ମୃତ୍ୟୁ ୪ ମାସ ପରେ ଗିରଫ କରିଥିଲା।…

ପ୍ରଦୀପ ପାଣିଗ୍ରାହୀ ମାମଲାର କେସ୍ ଡାଏରୀ…

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରୀ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସପ୍ତାହରେ ଏହି ମାମଲାର…

ଅନୁଗୁଳ ନାଲକୋ ପ୍ଲାଣ୍ଟ୍‌ର ବାର୍ଷିକ…

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ…

ସରକାରଙ୍କ ବଡ଼ ଘୋଷଣା, ସ୍କୁଲ୍ ଗଲେ…

ନୂଆଦିଲ୍ଲୀ: ସ୍କୁଲ ଯିବା ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ସ୍କୁଲ୍ ଗଲେ ଛାତ୍ରୀଙ୍କୁ ମିଳିବ ଟଙ୍କା। ଛାତ୍ରୀଙ୍କୁ ଦୈନିକ ମିଳିବ ୧୦୦ ଟଙ୍କା। ଏଥିସହ ଦ୍ୱାଦଶ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ପ୍ରଦାନ କରାଯିବ ବାଇକ। ଏନେଇ ଆଜି ଘୋଷଣା କରିଛନ୍ତି ଆସାମ ଶିକ୍ଷା ମନ୍ତ୍ରୀ…

ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ: ଜିଏସ୍‌ଟି ଆଦାୟରେ ରେକର୍ଡ। ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ଡିସେମ୍ବରରେ ରାଜ୍ୟରେ ୨୩୮୩.୨୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା‌ ବେଳେ…