Odisha Link
Bridging the Missing Links in Odisha
Daily Archives

January 5, 2021

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ…

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି । ଠକାମୀର ଶିକାର ହୋଇଥିବା ଆଉ ୨ ଜଣ ଏତଲା ଦେଇଛନ୍ତି। ପ୍ରଶାନ୍ତ କର ଓ ଲକ୍ଷ୍ମୀନାରାୟଣ ନାୟକ ଗୋଳନ୍ଥରା ଥାନାରେ ଦୁଇ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି। ଲକ୍ଷ୍ମୀନାରାୟଣ ନାୟକଙ୍କ ଠାରୁ ୬ଲକ୍ଷ ଓ…

ବିଷର ମୂଲ୍ୟ ୭୩ ଲକ୍ଷ, ବିକ୍ରି କରି ହେଲେ…

ନୂଆଦିଲ୍ଲୀ: କିଛି ଲୋକଙ୍କର ସଉକ ଥାଏ ନିଆରା। ସେହି ନିଆର ସଉକ ହିଁ ତାଙ୍କୁ ଦେଇଥାଏ ଭିନ୍ନ ଏକ ପରିଚୟ। ବିଷ ସଂଗ୍ରହ କରି ବିକିବାର ସଉକ କରିଛି କୋଟପତି। ତାଙ୍କର ଏହି ଅଜବ ସଉକ ଦିନେ ଯେ, ତାଙ୍କୁ କୋଟିପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ମିଶରରେ ରହୁଥିବା ହାମିଦ୍…

ମହାପ୍ରଭୁଙ୍କ ଦର୍ଶନ ନପାଇ ବଡ଼ଦାଣ୍ଡରୁ…

ପୁରୀ: କରୋନା ଯୋଗୁଁ ଦୀର୍ଘ ୯ ମାସ ପରେ ସାଧାରଣ ଭାବେ ଖୋଲିଛି ଶ୍ରୀମନ୍ଦିର। ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜିଛି। ମନ୍ଦିର ଭିତରକୁ ସବୁଙ୍କୁ ଅନୁମତି ଥିଲେ ମଧ୍ୟ ସଂହଦ୍ୱାରରୁ ନିରାଶ ହୋଇ ଫେରୁଛନ୍ତି ଭକ୍ତ। କାରଣ ଶୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା…

ଲଳିତ କଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ଚାରୁ କଳା ପୁରଷ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହା ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ର ୩୯ ତମ ଚାରୁ କଳା ପୁରଷ୍କାର। ଏହି ତାଲିକାରେ ୮ଜଣଙ୍କ ନାଁ ସ୍ଥାନ ପାଇଛି । ସେମାନେ ହେଲେ…

ଫେବୃଆରୀ ୧ରେ କେନ୍ଦ୍ର ପୂର୍ଣ୍ଣାଙ୍ଗ…

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୯ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଚଳିତ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ଯାଏ ଚାଲିବ। ଏହାପରେ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅନୁଷ୍ଠିତ ହେବ।…

ଫାୟାର ପାର୍କର ଉଦଘାଟନ କଲେ…

ଭୁବନେଶ୍ବର: ଆଜି ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭର୍ଚୁଆଲରେ ଲୋକାର୍ପଣ କରିଛନ୍ତି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ପାର୍କ ଖୋଲିବ। ଅଗ୍ନିଶମ ବିଭଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି…

ବାର୍ଡ ଫ୍ଲୁ ପାଇଁ ୧୫ ଦିନ ବନ୍ଦ ରହିବ…

ଭୋପାଳ: ଡ଼ରେଇଲାଣି ବାର୍ଡ ଫ୍ଲୁ। ଏବେ ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି…

ଫାଣ୍ଡି ଅଧିକାରୀଙ୍କ ଉପରକୁ ତୀର ମାଡ଼

ରାଉରକେଲା: ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ। ଆଜି ଅବାଧ ମଦ ବେପାର ଚଢ଼ଉ ବେଳେ ଫାଣ୍ଡି ଅଧିକରୀଙ୍କ ଉପରକୁ ତୀର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଫାଣ୍ଡି ଅଧିକରୀଙ୍କ ନାଁ ଏ.କେ ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଟେନ୍‌ସା ଜିରୋ…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ…

ନୂଆଦିଲ୍ଲୀ: ବାତିଲ ହେଲା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ଭାରତ ଗସ୍ତ । ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ସେ ଭାରତ ଆସିବେ ନାହିଁ। ଜାନୁୟାରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସେ ମୁଖ୍ୟଅତିଥି ଭାବେ…

ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ…

ନୂଆଦିଲ୍ଲୀ: ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ ଏବଂ ଏହି କାରଣ ପାଇଁ ୱାନ୍ ନେସନ, ୱାନ୍ ଗ୍ରୀଡକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି ବୋଲି ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ…