Odisha Link
Bridging the Missing Links in Odisha

ରାଜରାସ୍ତାରେ ଟଙ୍କା ବିଡ଼ା

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ପଡ଼ିରହିଛି ଟଙ୍କା ବିଡ଼ା। ଭୁବନେଶ୍ବର ଗଙ୍ଗନଗର ରାସ୍ତା ଉପରେ ପଡ଼ିରହିଛି ୫ ଶହ ଟଙ୍କିଆ ବଣ୍ଡଲ୍। ରାସ୍ତା ଉପରେ ପଡିଛି ୩ ଗୋଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ୍। ଏହି ନୋଟ୍‌ ବଣ୍ଡଲ୍ କାହାର ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

Comments are closed.