Odisha Link
Bridging the Missing Links in Odisha
Daily Archives

January 18, 2021

ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ…

ଭୁବନେଶ୍ବର:  ଉତ୍କଳ ବିଶ୍ବ ବିଦ୍ୟାଳୟରେ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡ ଗୋଳ ଦେଖା ଦେଇଛି। ଗୋପବନ୍ଧୁ ଛାତ୍ରାବାସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ଅଭିଯୋଗକୁ ଅନ୍ୟ ଏକ…

ଜାନୁଆରୀ ୨୧ରେ ତୋଷାଳୀ ମେଳା

ଭୁବନେଶ୍ବର: ଜାନୁଆରୀ ୨୧ରେ ଭୁବନେଶ୍ବରର ଜନତା ମଇଦାନରେ ତୋଷାଳୀ ମେଳା ଆରମ୍ଭ। ଜାନୁଆରୀ ୨୧ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ତୋଷାଳି ମେଳା । ତୋଷାଳୀ ମେଳା ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସୂଚନା । କୋଭିଡ଼ି କଟକଣାକୁ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି। ମେଳାରେ…

ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଚାନ୍ଦବାଲି: ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ। ଉକ୍ତ ଅଭିଯୁକ୍ତ ଘର ଯାଜପୁର ଜିଲ୍ଲା ବିଂଝାରପୁରରେ। ସେ ଯାଯପୁରରୁ ଆସି ଚାନ୍ଦବାଲିରେ ରହି ଜାଲ ନୋଟ କାରବାର କରୁଥିଲେ। ଚାନ୍ଦବାଲି ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ସୂଚନାଅନୁସାରେ, ଉକ୍ତ ଯୁବକ ଚାନ୍ଦବାଲିରେ ଏକ ମିଠା ଦୋକନରେ ମିଠା କିଣି…

ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଗ୍ରାମୀଣ ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି। ସମ୍ପୂର୍ଣ୍ଣ ରୂପେ ସୌର ଉର୍ଜା ଚାଳିତ ବେତୁଲ ଗ୍ରାମ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମରେ ସହଭାଗୀ ହେବା ସହ ପରିବେଶ…

ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ତାଲିକା…

ଭୁବନେଶ୍ୱର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଆଜି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ…

ରାଜ୍ୟରେ ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୨୯୮୦ରେ ପହଁଞ୍ଚିଛି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। https://twitter.com/HFWOdisha/status/1351149569476878338 ଆଜି ଗଜପତି…

ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା…

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ନାୟକ ଜଣେ ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ। ସେ…

ସେନା ଉପମୁଖ୍ୟ ହେବେ ଓଡିଆ ପୁଅ…

ନୂଆଦିଲ୍ଲୀ : ଭାରତୀୟ ସେନା ଉପମୁଖ୍ୟ ହେବେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି। ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ। ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି। ଏବେ ସଦର୍ଣ୍ଣ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ଏଲଜି ଚଣ୍ଡି ପ୍ରସାଦ ମହାନ୍ତି । ଚଣ୍ଡିପ୍ରସାଦଙ୍କ…

ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ…

ଭୁବନେଶ୍ୱର : ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରେସମିଟରେ ୩ ଜଣ ବିଧାୟକଙ୍କ ତଥ୍ୟରେ କୌଣସି ତାଳ ମେଳ ନଥିଲା। ବିଜେଡି ବିଧାୟକମାନେ ସଠିକ୍ ତଥ୍ୟ ନଜାଣି କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି । ବିଜେଡି…

ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ…

ଭୁୁବନେଶ୍ବର: ରାଜ୍ୟରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସମ୍ଭାବନା ରିହିଛି। ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। https://twitter.com/mcbbsr/status/1351102259317321728 ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା,…