Odisha Link
Bridging the Missing Links in Odisha

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୩ ଅଭିଯୁକ୍ତ ଫେରାର

କୋରାପୁଟ: ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବା ବେଳେ ଜବତ ହୋଇଛି। ୧୫ଶହ ୭୭ କେଜିରୁ ଅଧିକ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୋଲିସ। ପେଟ୍ରୋଲ ଟ୍ୟାଙ୍କର ଗାଡ଼ିର ଉପର ଚାମ୍ବରରେ ଯାଉଥିଲା ଗଞ୍ଜେଇ।

ଗଞ୍ଜେଇ ଲମତପୁଟରୁ ବିହାରକୁ ଚୋରାଚାଲଣ ହେଉଥିଲା। ଘଟଣା ସ୍ଥଳରୁ ପେଟ୍ରୋଲ ଟ୍ୟାଙ୍କର ଗାଡ଼ି ସହ ଗୋଟିଲ ଇନୋଭା କାର ଜବତ କରିଛି। ହେଲେ ଘଟଣା ସ୍ଥଳରୁ ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଫେରାର ହୋଇଛନ୍ତି। ଗୋଟିଏ ବଣ୍ଡଲରେ ୧୦ କେଜି ହିସାବରେ ୧୫୮ଟି ବଣ୍ଡଲରୁ ୧୫୭୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ।

L’évaluation de la dysfonction érectile doit comporter la recherche d’éventuelles causes sous-jacentes et l’identification d’un traitement adéquat après un examen médical approprié. L’efficacité de CIALIS chez les patients ayant subi une intervention chirurgicale pelvienne ou une prostatectomie radicale sans préservation des bandelettes nerveuses n’est pas connue. https://www.cialispascherfr24.com/ La plupart des patients chez qui ces événements ont été observés présentaient des facteurs de risque cardiovasculaire préexistants.

Leave A Reply

Your email address will not be published.