Odisha Link
Bridging the Missing Links in Odisha

SFD ପକ୍ଷରୁଶିବାଜୀ ଜୟନ୍ତୀ ପାଳନ

ଭୁବନେଶ୍ବର: ଛତ୍ରପତିଶିବାଜୀ ଜୟନ୍ତୀ ଅବସରରର STUDENTS FOR DEVELOPMENT (SFD) ପକ୍ଷରୁମାସ୍କ, ହାଣ୍ଡୱଶ, ଡ଼ିସ୍‌ ଇନ୍ଫେକ୍ଟାଣ୍ଟ ବଣ୍ଟନ କରାଯାଇଛି। ତପୋବନ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିବାଜୀଙ୍କ ମାହାତ୍ମ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରର ଆଲୋଚନା କରାଯାଇଛି।

ନିଜ ସମସ୍ତ ଜ୍ଞାନର ଉପଯୁକ୍ତ ବ୍ୟବହାର କରି ଜନ କଲ୍ୟାଣ ନିମରନ୍ତ ଜୀବନକୁ ଉତ୍ସର୍ଗ କରିବା ପାଇଁ ଯୁବ ପିଢିଙ୍କୁ ପ୍ରେରଣା ଦିଆଯାଇଥିଲା। ଏହି ଅବସରରେ ଏବିଭିପି ଖଣ୍ଡଗିରି ସମ୍ଫାଦକ ଅମ୍ରିତ ଭାଗ୍ୟବିଧାତା,ଛାତ୍ର ନେତା ବିଶ୍ବଜିତ ବେହେରା, ନିତ୍ୟସୁନ୍ଦର ପତି ପ୍ରଭୁତି ଉପସ୍ଥିତ ଥିଲେ।

Comments are closed.