Odisha Link
Bridging the Missing Links in Odisha

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ବିଧାନସଭାରେ ବହୁମତ ସାବ୍ୟସ୍ତ କରି ପାରିଲେନି ନାରାୟଣସ୍ବାମୀ। ଯାହାଫଳରେ ବାଚସ୍ପତି ସରକାରଙ୍କ ପାଖରେ ବହୁମତ ନାହିଁ ବୋଲି ଘୋଷଣା କରିଛନ୍ତି। ଯାହାଫଳରେ ପୁଡୁଚେରୀରେ ଭାଙ୍ଗିଲା ସରକାର। ବହୁମତ ସାବ୍ୟସ୍ତ କରିବାରୋ ବିଫଳ ହେବାପରେ ନାରାୟଣସ୍ବାମୀ ଏବେ ଉପରାଜ୍ୟାପଳଙ୍କୁ ସାକ୍ଷାତ କରିବା ପାଇଁ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନାଥାଉକି, ଉପରାଜ୍ୟପାଳ ସୁନ୍ଦରରାଜନ ଆଜି ଅପରାହ୍ନ ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ଶାସକ ଦଳକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.