Odisha Link
Bridging the Missing Links in Odisha
Daily Archives

February 24, 2021

ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ…

ଭୁବନେଶ୍ବର: ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଚଳିତ ଖରିଫ ଋତୁରେ ୫୪ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅଧିକ ଧାନ ସଂଗୃହୀତ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,…

ଲୋକସେବା ଭବନରେ ଯୋଡ଼ି ହେଲା ୨୪୭…

ଭୁବନେଶ୍ୱର: ଲୋକସେବା ଭବନରେ ଯୋଡ଼ି ହେଲା ୨୪୭ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ନେଟୱର୍କିଂ…

ଅନଲାଇନରେ ହେବ +୩ ପ୍ରଥମ ବର୍ଷ କ୍ଲାସ

ଭୁବନେଶ୍ୱର: ଅନଲାଇନରେ ହେବ +୩ ପ୍ରଥମ ବର୍ଷ କ୍ଲାସ୍। ମାର୍ଚ୍ଚ ୧ ତାରିଖରୁ ଅନଲାଇନ୍ କ୍ଲାସ ଆରମ୍ଭ ହେବ। ୨୦୨୧-୨୨ ଶିକ୍ଷାବର୍ଷ ଆଇଁ ଅନଲାଇନରେ ଆରମ୍ଭ ହେବ କ୍ଲାସ୍। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ +୩ ଶେଷ ବର୍ଷର ବିଦ୍ୟାର୍ଥୀଙ୍କ ପାଇଁ ପାଠପଢା ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ…

ଆସାମକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ…

ଗୌହାଟୀ: ଆସାମକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ରାଜ୍ୟପାଳ। ଆସନ୍ତା ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆଜି ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା…

ଫେବୃଆରୀ ୨୬ରେ ବ୍ୟବସାୟୀ ମହାସଂଘର ଭାରତ…

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୬ରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଭାରତ ବନ୍ଦ ଡାକରା ଦେଇଛି। ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି । ଫଳରେ ଆସନ୍ତା…

ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବଢୁଛି ତାପମାତ୍ରା। ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି। ୩୭.୧ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର। ଗତକାଲି ରାଜଧାନୀରେ ସର୍ବାଧିକ ତାପମାତ୍ରା ଥିଲା ୩୭.୩ ଡିଗ୍ରୀ। ଆସନ୍ତା ୨ ରୁ ୩ ଦିନରେ ତାପମାତ୍ରା ଆହୁରି…

ପ୍ରସିଦ୍ଧ ଗାୟକ ସରଦୂଲ ସିକନ୍ଦରଙ୍କ…

ପଞ୍ଜାଵ: ପଞ୍ଜାବର ପ୍ରସିଦ୍ଧ ଗାୟକ ସର୍ଦ୍ଦୁଲ ସିକନ୍ଦରଙ୍କର ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ହୋଇଥିଲା। ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିବାବେଳେ ସରଦୂଲଙ୍କୁ କିଡନୀ ସମସ୍ୟା ଯୋଗୁଁ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ତାଙ୍କ କରୋନା ପଜିଟିଭ୍ ରିପୋର୍ଟ‌…

ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା…

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ଦୁନିଆର ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ମୋଟେରା ନାମରେ ଜଣାଶୁଣା ଏହି…

ବୟସ୍କଙ୍କ ଟିକାକରଣ ପାଇଁ ରାଜ୍ୟ…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବ। ବୟସ୍କଙ୍କୁ ଟିକା ନେଇ କେନ୍ଦ୍ରର ଚିଠି ପରେ ରାଜ୍ୟର ପ୍ରସ୍ତୁତି ଆରମ୍ଭ ହୋଇଛି। ବୟସ୍କଙ୍କୁ ଟିକା ଟିକା ପ୍ରଦାନ ପାଇଁ ଗାଇଡଲାଇନ ଜାରି…

ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଲାଗୁ

ପୁଡୁଚେରି: ପୁଡୁଚେରିରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ବିଗତ ଦିନରେ କଂଗ୍ରେସ ସରକାର କ୍ଷମତା ହରାଇବା ପରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଫ୍ଲୋର ଟେଷ୍ଟରେ ମ୍ୟାଜିକ୍ ନମ୍ବର ହାସଲ ନକରିବାରୁ କଂଗ୍ରେସର ନାରାୟଣସାମିଙ୍କ ସରକାର ଭୁଶୁଡି ପଡିଥିଲା। କଂଗ୍ରେସ…