Odisha Link
Bridging the Missing Links in Odisha

ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ବଢୁଛି ତାପମାତ୍ରା। ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି। ୩୭.୧ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର।

ଗତକାଲି ରାଜଧାନୀରେ ସର୍ବାଧିକ ତାପମାତ୍ରା ଥିଲା ୩୭.୩ ଡିଗ୍ରୀ। ଆସନ୍ତା ୨ ରୁ ୩ ଦିନରେ ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଦିନ ବେଳା ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ରାତିରେ ସେହି ଅନୁସାରେ ତାପମାତ୍ରା ବଢିବ ନାହିଁ ।

For the majority of males diagnosed with ED in the broad bracket of 18 to 70 years of age, 20mg is the optimal amount. generic cialis Combining tablets would give the additive dosage of the individual tablets.

Leave A Reply

Your email address will not be published.