Odisha Link
Bridging the Missing Links in Odisha

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ।

ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ଉକ୍ତ ଦିବସମାନଙ୍କରେ ବନ୍ଦ ରହିବ। ଏହି ପର୍ବପର୍ବାଣି ଦିବସମାନଙ୍କରେ ଦେଶରେ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବା ସହ କିଛି ରାଜ୍ୟରେ ଖୋଲା ରହିବ।

Comments are closed.