Odisha Link
Bridging the Missing Links in Odisha

ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ମୋଟେରା ଷ୍ଟାଡିୟମ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ଦୁନିଆର ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଷ୍ଟାଡିୟମର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ମୋଟେରା ନାମରେ ଜଣାଶୁଣା ଏହି ଷ୍ଟାଡିୟମକୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ ଭାବେ ଜଣାଯିବ।

ଆସନ୍ତା ୬ମାସ ମଧ୍ୟରେ ଏଠାରେ ଅଲମ୍ପିକ୍, କମନ୍‌ଓ୍ବେଲ୍‌ଥ ଗେମ୍‌ ଓ ଏସିଆନ୍ ଅଲମ୍ପିଆଡ୍ ଆୟୋଜନ କରାଯାଇପାରିବ ବୋଲି ଶାହା କହିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏହି ଷ୍ଟାଡିୟମ ନେଇ ସ୍ବପ୍ନ ଦେଖିଥିଲେ।

ଏହି ନୂଆ ଷ୍ଟାଡିୟମରେ ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ। ଏସଜିର ଗୋଲାପୀ ବଲରେ ଏହି ମ୍ୟାଚ ଖେଳାଯିବ। ୧ ଲକ୍ଷ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ଉପଲବ୍ଧ ରହିଛି।

In fact, combination products containing benzoyl peroxide and clindamycin e. where to buy cialis in malaysia Duac Once Daily Gel are available.

Leave A Reply

Your email address will not be published.