Odisha Link
Bridging the Missing Links in Odisha
Daily Archives

February 26, 2021

ମାର୍ଚ୍ଚ ୧୫ରେ ଓସ୍କାର ମନୋନୟନ ତାଲିକା,…

ଭୁବନେଶ୍ବର: ଆଉ ସପ୍ତାହ ପରେ ୯୩ତମ ଏକାଡେମୀ ପୁରସ୍କାର (ଓସ୍କାର) ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୧୫ ତାରିଖରେ ଚୂଡ଼ାନ୍ତ ମନୋନୟନ ତାଲିକା (ଅଫିସିଆଲ୍‌ ନୋମିନେସନ୍) ପ୍ରକାଶ ପାଇବ। ଏଥିପାଇଁ ଯେଉଁ ଦୀର୍ଘ ସିନେମା ତାଲିକା ପ୍ରକାଶ ପାଇଛି ଏଥିରେ ବିଶ୍ବର ମୋଟ ୩୬୬ଟି ଫିଚର ସିନେମା ସ୍ଥାନ…

କରୋନା: ପ୍ରବାସୀଙ୍କ ପାଇଁ ୭ ଦିନିଆ…

ଭୁବନେଶ୍ବର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ମହାରାଷ୍ଟ୍ର ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଏଭଳି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ…

ବଦଳିଲା ନିୟମ, ମାର୍ଚ୍ଚ ପହିଲାରୁ ସକାଳୁଆ…

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ସମୟ ବଦଳିଛି। ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢ଼ିବେ। ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ଆସିଲା ମାର୍ଚ୍ଚ ମାସର କରୋନା ଗାଇଡଲାଇନ୍,…

ନୂଆଦିଲ୍ଲୀ: ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏଁ କରୋନା ଗାଇଡଲାଇନ୍ ଅବଧିକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ। ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା। ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ…

ବିଧାନସଭା ନିର୍ବାଚନ ପାଇଁ ୪ ରାଜ୍ୟର…

ନୂଆଦିଲ୍ଲୀ: ବାଜିଲା ବଡ଼ ଲଢ଼େଇର ବିଗୁଲ। ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। କରୋନା…

ପବ୍-ଜି ଖେଳରୁ +୨ ଛାତ୍ରକୁ ପ୍ରେମ କଲେ…

ନୂଆଦିଲ୍ଲୀ: ଆପଣମାନେ ଶୁଣିଥିବେ ସୋସିଆଲ ମିଡି଼ଆରେ ବାର୍ତ୍ତାଳାପ ପରେ ପ୍ରେମ ହୁଏ ବୋଲି। କିନ୍ତୁ ଏବେକା ଜମାନାରେ ଖେଳରୁ ଖେଳରୁ ପ୍ରେମ ହୋଇ ଯାଉଛି। ତହା ପୁଣି ଯୁକ୍ତ ଦୁଇ ଛାତ୍ର ସହିତ। ପ୍ରେମ ହେବା ପରେ ପରସ୍ପରକୁ ଭେଟିବା ପାଇଁ ଶହ ଶହ କିଲୋମିଟର ଦୂର ଯାଇ ପହଞ୍ଚି ଯାଉଛନ୍ତି ଯୁବକ ଓ ଯୁବତୀମାନେ।…

ଆଜିଠାରୁ ରେଳ ଷ୍ଟେସନରେ ହେବ ସ୍କ୍ରିନିଂ…

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର…

ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ…

ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି । ପ୍ରକାଶ ଯେ, ୨୦୧୬ ମସିହାରେ…

ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର:  ରେଳ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ । ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ । ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ…

ଏଏନମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ…

ଭୁବନେଶ୍ବର: ଆନ୍ଦୋଳନରତ ଏଏନମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ କହିଛନ୍ତି। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ…