Odisha Link
Bridging the Missing Links in Odisha
Daily Archives

March 11, 2021

ନିର୍ଦ୍ଧାରିତ ସମୟ ପୂର୍ବରୁ…

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୧୫ ମିନିଟ ପୂର୍ବରୁ…

ବାଇକ୍ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ୨…

କେନ୍ଦୁଝର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ଥାନା ଛକ ବାଇପାସ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଟ୍ରକ ଚଢ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ଟାରେ ଗମ୍ଭାରିଆ ଗାଁର କର୍ଣ୍ଣ ନାଏକ ଓ ତାଙ୍କ ଜଣେ ବନ୍ଧୁ ଏକ ମଟୋର ସାଇକେଲରେ ରାସ୍ତା ପାର…

କାଲିଠାରୁ ଆରମ୍ଭ ହେବ ବିଧାନସଭା…

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ। ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ। କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ,…

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ,…

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଟୁଇଟରରେ ଏକ ଟୁଇଟ କରି ରାହୁଲ କହିଛନ୍ତି ଯେ, ଭାରତ ଏବେ ଆଉ ଲୋକତାନ୍ତ୍ରିକ ଦେଶ ହୋଇ ନାହିଁ। ରାହୁଲ ନିଜ ଟୁଇଟରେ ଏକ ବିଦେଶୀ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଦେଇଛନ୍ତି। ରାହୁଲ ଗାନ୍ଧୀ ଟୁଇଟରରେ…

କରୋନା: ଦେଶରେ ଚିନ୍ତା ବଢ଼ାଉଛି ୬ ରାଜ୍ୟ

ନୂଆଦିଲ୍ଲୀ: ପୁଣି କଲବଲ କରୁଛି କରୋନାର ଦ୍ବିତୀୟ ସଂକ୍ରମଣ। କମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ ଯେତେବେଳେ ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ କଥା ସାମ୍ନାକୁ ଆସୁଛି ସେତେବେଳେ ଏହି ରାଜ୍ୟର ସଂକ୍ରମଣ କଥା ଆଗକୁ ଆସୁଛି। ଆଜି ସମଗ୍ର ଦେଶରେ ଯେତିକି କରୋନା…

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି। ପ୍ରାୟ…

୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ…

ଭୁବନେଶ୍ୱର: ରାଜ୍ୟରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ସତର୍କତା ଅବଲମ୍ବନ କରିବାକୁ ୭ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼…

‘ଯୌତୁକରେ କ୍ରେଟା କାର ଦେଇ…

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ସ୍ବାମୀ ଓ ଶ୍ବଶୁରଘର ବିରୋଧରେ ଏକ ଯୌତୁକ ହତ୍ୟା ମାମଲା ରୁଜୁ କରିଛନ୍ତି। ମୃତ ମହିଳାଙ୍କ ନାମ ତନୁଜା ଓ ସେ ଏକ ବ୍ୟାଙ୍କରେ କାମ କରୁଥିଲେ। ମୃତକ ତନୁଜାଙ୍କ ବାପା ଅଭିଯୋଗ କରି କହିଛନ୍ତି ଯେ, ସେ ଯୌତୁକରେ…

ରାଉରକେଲା ପାଇଁ କୋହଳ ହେଲା କଟକଣା

ଭୁବନେଶ୍ବର: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଠ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଏୟାର କ୍ୱାଲିଟି ୫୨୬ ଥିଲାବେଳେ ଗତକାଲି ୩୪୨ ରହିଥିଲା। ଏକୁ୍ୟଆଇରେ…

ନଦୀରେ ବୁଡ଼ି ୨ ନାବାଳକ ମୃତ

ଲମତାପୁଟ: ମାଛ ଧରିବା ସମୟରେ ନଦୀରେ ବୁଡି ୨ ନାବାଳକଙ୍କର ମୃତ୍ୟୁ ଘଟିଛି। ପାତାଳି ପଡେ଼ଇସିଙ୍ଗ ଘାଟରେ ବୁଡ଼ି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଉଭୟ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ଉଭୟ ନାବାଳକ ଆଜି ମାଛ…