Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଗୋପାଳପୁର ଯାଉଥିବା ଏକ ଘରୋଇ ବସ୍‌ ଓଲଟିଛି। ସୋର ଥାନା ଆଗରେ ବସ୍ ଓଲଟି ପଡିଥିବାର ସୂଚନା ମିଳିଛି। ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ଓଲଟି ପଡିଥିବା ବସ୍‌ ନାଁ ଚକାଡୋଳା ବୋଲି ଜଣାପଡିଛି। ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଛି। ବସ୍‌ରେ ପ୍ରାୟେ ଷାଠିଏ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି।

Comments are closed.