Odisha Link
Bridging the Missing Links in Odisha
Daily Archives

March 15, 2021

ଓସ୍କାର ମନୋନୟନ ୨୦୨୧: ଦୌଡ଼ରେ ୫୬…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ପାଇଁ ଓସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ଶ୍ରେଷ୍ଠ ଫିଚର ସିନେମା ଠାରୁ ଆରମ୍ଭ କରି କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ୍‌ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମୋଟ ୫୬ଟି ସିନେମା ଏହି ସମ୍ମାନଜନକ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତରୁ ଏକମାତ୍ର ସିନେମା ଭାବେ…

ବ୍ୟାଙ୍କର ଦୁଇଦିନିଆ ଧର୍ମଘଟ ଯୋଗୁଁ…

ପାଟଣା : ଘରୋଇ କରଣକୁ ବିରୋଧ କରି ବ୍ୟାଙ୍କର ଦୁଇଦିନିଆ ଧର୍ମଘଟ ଡାକରା ଦେଇଛି।ଏହା ଫଳରେ ଉପଭୋକ୍ତା ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି। ଆଜି କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିଥିବାରୁ ଧର୍ମଘଟ ସମ୍ପର୍କରେ ସୂଚନା ପାଇ ନ ଥିବା ଗ୍ରାମୀଣ ଲୋକେ ବ୍ୟାଙ୍କ ଶାଖାମାନଙ୍କରୁ ଫେରିଯାଇଥିଲେ। ଶନିବାର,…

କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଣି…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ନେଇ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ ମାର୍ଚ୍ଚରେ ଦିନ ୧୨ଟା ୩୦ରେ ବସିବ ବୈଠକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ । ବୈଠକରେ ପ୍ରଧାନମନ୍ତ୍ରୀ ବଢୁଥିବା କରୋନା ମାମଲା ଓ ଟିକାକରଣ ଉପରେ ଆଲୋଚନା କରି…

ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି କଳିଯୁଗର…

ଡେରାଡୁନ୍‌: ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବେ ଦ୍ବାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କୁ ତାଙ୍କର କର୍ମ ପାଇଁ ଲୋକମାନେ…

ଯାତ୍ରୀବାହୀ ବସରେ ନିଆଁ

ଭୁବନେଶ୍ୱର: ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ। ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଖାଲି ବସରେ ଅଗ୍ନିକାଣ୍ଡ ଘଟିଛି ।୩ଟି ବସରେ ନିଆଁ ଲାଗିଥିବା ବେଳେ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ୨ଟି ଅଗ୍ନିଶମ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ତେବେ ଅଗ୍ନିକାଣ୍ଡର କାରଣ…

ଭର୍ଚୁଆଲ ମୋଡରେ କୃଷି ଓଡିଶା-୨୦୨୧…

ଭୁବନେଶ୍ୱର: ଭର୍ଚୁଆଲ ମୋଡରେ ଉଦଘାଟିତ ହେଲା ଭୁବନେଶ୍ୱର ବରମୁଣ୍ଡାରେ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା-୨୦୨୧’। ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହିଛନ୍ତି। କୃଷି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ଶହ ଚାଷୀମାନେ ଯୋଗଦେଇଛନ୍ତି ।…

ଦିନକୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବ…

ଭୁବନେଶ୍ୱର: ଏଣିକି ରାଜ୍ୟରେ ଦୈନିକ ୭୩୦୦ ଆରଟି-ପିସିଆର ଟେଷ୍ଟ କରାଯିବ । ଏହା ମନ୍ତ୍ରୀ ନବ ଦାସଙ୍କ ସୂଚନା ଦେଇଛନ୍ତି। ରାଜ୍ୟ ବାହାରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ୭୩୦୦ ଆରଟିପିସିଆର ଟେଷ୍ଟ କରାଯିବା ସହିତ ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ବାହାରୁ ଆସୁଥିବା…

କରୋନା କଟକଣା ମଧ୍ୟରେ ଦଣ୍ଡନାଚକୁ ମିଳିଲା…

ଗଞ୍ଜାମ: କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ସମସ୍ତ ପାରମ୍ପାରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ତେବେ ଦଣ୍ଡଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ମିଳିଛି ଅନୁମତି। କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ। ଏହା ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସୂଚନା ମିଳିଛି।କରୋନା କଟକଣା…

ପାକିସ୍ତାନୀ ଗାୟିକା ମିଶା ଶାଫିଙ୍କୁ ୩…

ନୂଆଦିଲ୍ଲୀ: ପାକିସ୍ତାନ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫିଙ୍କୁ ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ୨ ବର୍ଷ ପୂର୍ବରୁ ମିଶା ବଲିଉଡ଼ ଗାୟକ ତଥା ଅଭିନେତା ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ। ସେ ଅଲିଙ୍କ ବିରୋଧରେ ଅନଲାଇନ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଥିଲେ। ତେବେ ଗତ ବର୍ଷ…

ପାହାଡ଼ରୁ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡି: ପାହାଡ଼ ଉପରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଏସ ଗୋପାଳପୁର ଗାଁ ନିକଟସ୍ଥ ମା ରତନେଇ ପାହାଡ଼ରେ ମୃତଦେହ ଠାଵ ହୋଇଛି। ପ୍ରକାଶ ଯେ, ମୃତ ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ମୃତଦେହ ପାଖରେ ଗୋଟିଏ ବ୍ୟାଗ୍‌ ସହ…