Odisha Link
Bridging the Missing Links in Odisha
Daily Archives

March 17, 2021

ଅପେକ୍ଷାର ଅନ୍ତ ଘଟିଲା, ମା’…

କେନ୍ଦୁଝର: ପରିସ୍ଥିତି ଓ ନିୟମ ଜାଲରେ ସିନା ପରିବାରଠୁ ଦୂରେଇ ଯାଇଥିଲା ହେଲେ ୮ ଦିନ ପରେ ମମତା ଡୋରୀରେ ବାନ୍ଧି ହୋଇଥିବା ବରାହ ଶାବକ (ଧୁଡ଼) ପୁଣି ମା କୋଳକୁ ଫେରି ଆସିଛି। ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା କେନ୍ଦୁଝର ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟର ପୁରୁଷୋତ୍ତମ…

ନର କଙ୍କାଳ କାହାର ପୋଲିସ ସ୍ପଷ୍ଟ କରିବା…

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ସ୍ମାର୍ଟ ସିଟିର ଲୋକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବିଶେଷ କରି ମହିଳା ନିର୍ଯ୍ୟାତନା,ଦୁଷ୍କର୍ମ, ହତ୍ୟା,ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସକୁ ବେଖାତିର…

ଆଉ ଲକଡ଼ାଉନ ସ୍ଥିତିକୁ ଫେରିବାନି:…

ଭୁବନେଶ୍ବର: ଦେଶରେ କରୋନା ସକ୍ରଂମଣ ବଢ଼ିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଲେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଉ କରୋନା…

ଭୁବନେଶ୍ୱର: କିଛି ଦିନ ହେବ ପୁଣି କଲବଲ କରୁଛି କରୋନା। ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ଏହାର ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ଲୋକଙ୍କୁ ଟିକା ଦିଆଯାଉଛି। ଏହାରି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ…

ବଦଳିଲେ ପରମବୀର ସିଂହ, ନୂଆ ପୁଲିସ୍‌…

ମୁମ୍ବାଇ: ମୁମ୍ବାଇ ପୋଲିସ କମିଶନର ଭାବେ ଏକ ବର୍ଷ କାର୍ଯ୍ୟ କରିବା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ହେମନ୍ତ ନଗରଲେଙ୍କୁ ମିଳିଛି ଦାୟିତ୍ୱ । ୧୯୮୮ ବ୍ୟାଚର ଆଇପିଏସ୍ ପରମବୀର ସିଂଙ୍କୁ ୨୦୨୦ ଫେବୃଆରୀ ୨୯ ତାରିଖରେ ଆଇପିଏସ୍ ସଂଜୟ ବରବେଙ୍କ ସ୍ଥାନରେ ମୁମ୍ବାଇ…

ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ…

ଭୁବନେଶ୍ବର: ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ। ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ଗୃହ ବିଲକୁଲ୍ ଚାଲି ପାରୁନାହିଁ। ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଉ ଏହାରି ଭିତରେ ବିରୋଧୀ…

ନୂଆ ପିସିସିଏଫ ଭାବେ ନିଯୁକ୍ତି ହେଲେ…

ଭୁବନେଶ୍ୱର: ଆଇଏଫଏସ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ରାଜ୍ୟ ବନ ସୁରକ୍ଷା ବଳର ମଧ୍ୟ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ। ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲ୍ ଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା । ସେହି ପଦରେ ଶିଶିର ରଥଙ୍କୁ ନିଯୁକ୍ତ…

ପିପିଲି-ଉପନିର୍ବାଚନ, ରୁଦ୍ରଙ୍କ ସପକ୍ଷରେ…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେଇ ସାରିଛି। ଅନ୍ୟପଟେ ଶାସକ ବିଜେଡ଼ି ଦଳୀୟ ସଂଗଠନକୁ ସଜାଡ଼ିବା ସହ ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଜାରି ରଖିଛି। ତେବେ ଦିବଂଗତ ପ୍ରଦୀପ ମହାରଥିଙ୍କ ପରେ କାହାକୁ ପିପିଲିରୁ ପ୍ରାର୍ଥୀ କରାଯିବ ସେନେଇ ଚର୍ଚ୍ଚା…

କରୋନା ସଙ୍କଟକୁ ନେଇ ସବୁ ରାଜ୍ୟର…

ନୂଆଦିଲ୍ଲୀ: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ଲହରୀ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟ ସମେତ ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି। କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ…

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ,…

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ଘଟଣାଟି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଘଟିଛି ।ପ୍ରକାଶ ଯେ, ଗତକାଲି ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ…