Odisha Link
Bridging the Missing Links in Odisha
Daily Archives

March 20, 2021

ବିରୋଧୀଙ୍କୁ ନାଲି ଆଖି ଦେଖାଇବା ବନ୍ଦ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟବ୍ୟାପୀ ଚାଲିଥିବାବେଳେ ପ୍ରଥମେ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଏହାକୁ ବିରୋଧ କରାଯାଇଥିଲା। ଶାସକ ଦଳ କର୍ମୀମାନେ ଏଥିରେ କ୍ରୋଧାନ୍ୱିତ ହୋଇ ସାଧାରଣ ଲୋକଙ୍କୁ ଭୟ ଦେଖାଇବା ପାଇଁ ଜାନୁଆରୀ ୨ ତାରିଖରେ ମାହାଙ୍ଗା…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ…

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ନେତୃବୃନ୍ଦଙ୍କ ସହ…

ବିଧାନସଭା: ରାଜ୍ୟରେ ହାଇସ୍କୁଲ ବନ୍ଦ ନେଇ…

ଭୁବନେଶ୍ୱର: ରାଜ୍ୟରେ ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ୍ ପ୍ରକାଶ ପାଇଛି। ଗୃହରେ ହାଇସ୍କୁଲ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି। ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା। ବିଧାନସଭା ଚାଲିଥିବା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରୋନାରେ ସଂକ୍ରମିତ। ଇମ୍ରାନ୍ ଖାନଙ୍କ ଡାକ୍ତର ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୯ରେ ଇମ୍ରାନ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।…

ଏନ୍ଏବିଏଚ୍ ସ୍ୱୀକୃତି ଲାଭ କଲା ସମ୍…

ଭୁବନେଶ୍ବର: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସ୍‌ନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍‌, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍‌ଟି…

ଗର୍ଭବତୀ ମହିଳାଙ୍କୁ ଅପରେସନ୍‌ କଲେ…

ନୂଆଦିଲ୍ଲୀ: ଡାକ୍ତରଙ୍କୁ ସାଧାରଣତଃ ରୋଗୀମାନେ ଭଗବାନଙ୍କ ଦ୍ବିତୀୟ ଅବତାର ବୋଲି ମାନିଥାନ୍ତି। ହେଲେ ଦ୍ବିତୀୟ ଭଗବାନଙ୍କ ଦାୟିତ୍ବହୀନାତ ଏବେ ସାମ୍ମାକୁ ଆସିଛି। ଆମେ ଆପଣଙ୍କୁ ଜଣାଇଦବାକୁ ଚାହୁଛୁ ସ୍ବାସ୍ଥ୍ୟ ବିଭାଗର ଅବହେଳା କଥା। ଘଟଣା ଘଟିଛି ଉତ୍ତର ପ୍ରଦେଶର ସୁଲତାନପୁରରେ। ମାର୍ଚ୍ଚ ୧୭ ତାରିଖ…

ହୋଲି ଉପଲକ୍ଷେ ବିଏମସି ପକ୍ଷରୁ ଜାରି…

ଭୁବନେଶ୍ୱର: ହୋଲି ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ଏହା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାଯିବ। ରାଜଧାନୀରେ ଦୋଳ ଓ ହୋଲି ପାଇଁ…

ଗୃହରେ ଉଠିଲା ଜୟନାରାୟଣ ମିଶ୍ରଙ୍କ…

ଭୁବନେଶ୍ୱର: ଆଜି ଗୃହରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି। ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ କହିଲେ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ। ମାହାଙ୍ଗା ଘଟଣାରେ ମନ୍ତ୍ରୀ…

ରାଜ୍ୟରେ କରୋନା: ୧୨୦ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୭୧୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍‌ରେ…

୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ଧ୍ରପ୍ରଦେଶର ସୀମାନ୍ତରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲଣାରେ ସମୟରେ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ୍। ଏହି ମାମଲା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ପ୍ରକାଶ ଯେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି. ପି.ଓଙ୍କ…