Odisha Link
Bridging the Missing Links in Odisha
Daily Archives

March 21, 2021

ଲେଉଟିଲାଣି କରୋନା, ରାଜସ୍ଥାନର ୮ଟି…

ଜୟପୁର: ପୁଣି କଲବଲ କଲାଣି କରୋନା। ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଏବେ ରାଜସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାଜସ୍ଥାନର ୮ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଲମ୍ବା ସମୟ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ…

ଏପରି ଏକ ସହର ପ୍ରତ୍ୟେକ ଲୋକଙ୍କ ପାଖରେ…

କ୍ୟାଲିଫର୍ଣ୍ଣିଆ: ବିଶ୍ବରେ ଏଭଳି ଏକ ସହର ରହିଛି ଯେଉଁଠାରେ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି ନିଜସ୍ବ ବିମାନ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ। ଏକମାତ୍ର ସହର ଯେଉଁଠି ପ୍ରତ୍ୟେକ ଲୋକଙ୍କ ଘର ସାମନାରେ ଥିବା ହ୍ୟାଙ୍ଗରରେ ବିମାନକୁ ଦେଖିବାକୁ ମିଳେ। ଆମେରିକାର କ୍ୟାଲିଫର୍ଣ୍ଣିଆରେ ଏହି…

ପଶ୍ଚିମବଙ୍ଗ ପାଇଁ ବିଜେପିର ନିର୍ବାଚନୀ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତହାର ଘୋଷଣା କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି। କେନ୍ଦ୍ରୀୟ…

ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ

କରଞ୍ଜିଆ: ବିଶ୍ବ ବନ ଦିବସରେ ଜଳିଗଲେ ବନ କର୍ମଚାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ।ଜଙ୍ଗଲ ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଛନ୍ତି। ମୃତକ ବନ କର୍ମଚାରୀ ଘଣଙ୍କ ହେଲେ…

ଅର୍ଶିଙ୍କ ସ୍ଵୟମ୍ବର ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଶି ଖାନ୍। ଅର୍ଶିଙ୍କ ସ୍ଵୟମ୍ବର ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଅର୍ଶିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ ଶୀଘ୍ର ଅର୍ଶି ଖାନଙ୍କ ସ୍ଵୟମ୍ବର ହେବାକୁ ଯାଉଛି। ସୂଚନା ମୁତାବକ, ଝୋଟ ପରଦାରେ ଅର୍ଶି ଖାନଙ୍କ ସ୍ଵୟମ୍ବର ହେବାକୁ ଯାଉଛି। ଟାଇମ୍ସ ଅଫ୍…

‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କଲେ…

ଭୁବନେଶ୍ୱର: ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହ ‘ମୋ କଲେଜ’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ମୋ କଲେଜ’ ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ…

ଟିକା ରପ୍ତାନି ବିଳମ୍ବିତ କରିବ ସେରମ…

ପୁଣେ: ପୁଣି କଲବଲ କଲାଣି କରୋନା। ଦିନକୁ ଦିନ ପୁଣି ଦେଶରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ବଢୁଥିବା କାରଣରୁ କେତେକ ଦେଶକୁ କୋଭିସିଲଡ୍ ଟିକାର ରପ୍ତାନି ବିଳମ୍ବିତ କରିବ ସେରମ ଇନଷ୍ଟିଚ୍ୟୁଟ୍। ଏସବୁ ଦେଶମାନେ ହେଲେ ବ୍ରାଜିଲ, ମରୋକ୍କୋ ଓ ସାଉଦି ଆରବ।…

ପେଟ ପାଇଁ ପୋଷାକ ବିକୁଛନ୍ତି ପବନ ଜଲ୍ଲାଦ

ମିରଟ: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ବେଶ୍‌ ଜଣାଶୁଣା। ଫାଶୀ ପାଇଁ ନିୟୋଜିତ ଥିବା ଜହ୍ଲାଦ ପବନ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ବଳ୍ପ ରୋଜଗାରରେ ୯ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟସାଧ୍ୟ ହେଉଥିବା ବେଳେ ପିଲାଙ୍କ ମୁହଁରେ ଦାନା…

ସବ୍ୟାର୍ଚ୍ଚିତାଙ୍କୁ ଭେଟିଲେ ବଲିଉଡ…

ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ ପରେ ବଲିଉଡ୍ ଅଭିନେତା ଗୋବିନ୍ଦା ଓଲିଉଡର ନୂତନ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି…