Odisha Link
Bridging the Missing Links in Odisha
Daily Archives

March 24, 2021

ପରକୀୟା ପ୍ରୀତିକୁ ନେଇ ପୋଲିସ ଦମ୍ପତି…

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ପୋଲିସ ଦମ୍ପତିଙ୍କ ହାତାହାତି ହେବା ଦେଖିବାକୁ ମିଳିଛି। କନେଷ୍ଟବଳ ସ୍ବାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଓ ନିର୍ଯାତନା ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏକ ଏତଲା ଦିଆଯାଇଛି। ସୂଚନା ମୁତାବକ, ଏୟାରଫିଲ୍ଡ ଥାନାରେ ପରସ୍ପର ନାମରେ ସ୍ୱାମୀ ଓ ସ୍ତ୍ରୀ…

ଡରାଇଲାଣି କରୋନା: ଗୋଟିଏ ଗାଁରୁ ୨୯…

ନୂଆପଡ଼ା: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଚିନ୍ତା ବଢ଼ାଇଲା ନୂଆପଡ଼ା ଜିଲ୍ଲାର କୋଭିଡ଼ ସଂକ୍ରମଣ। ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯…

ରାଜ୍ୟର ଆଉ ଏକ ଜିଲ୍ଲାରେ ଲାଗିଲା ନାଇଟ୍…

ନବରଙ୍ଗପୁର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ମାଲକାନଗିରି ପରେ ନବରଙ୍ଗପୁରରେ…

ଅଂଶୁଘାତ ମୁକାବିଲା ପାଇଁ ଓଡ଼ିଶା…

ଭୁବନେଶ୍ବର: ଅଂଶୁଘାତକୁ ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ଆସନ୍ତା ଏପ୍ରିଲ ମାସର ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମର ଆୟୋଜନ କରାଯିବାର ପ୍ରସ୍ତାବ ରହିଛି। ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ…

ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ…

ଭୁବନେଶ୍ୱର: ଦେଶ ବିଦେଶରେ ନାଁ କରିଥିବା ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେଉଛି ୱେବ୍ ସିରିଜ୍ "ଷ୍ଟାର୍ଟଅପ୍ ଷ୍ଟୋରି''। ଏହି "ଷ୍ଟାର୍ଟଅପ୍ ଷ୍ଟୋରି'' ସାକ୍ଷାତକାରର ଉପସ୍ଥାପକ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ…

ରାଜଧାନୀରୁ ୨୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ବିଏମ୍‌ସି…

ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ,…

ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ। ଏଭଳି ଏକ ଅଘଟଣ ଘଟିଛି ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ। ପାଖାପାଖି ୪୫୦ଟି ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଉପରେ ହଠାତ୍ ବଜ୍ରପାତ ପଡ଼ିଥିଲା। ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ଫଳରେ ଟ୍ରକରେ…

କରୋନା: ରାଜ୍ୟରେ ୩ ୟୁକେ‌ ଷ୍ଟ୍ରେନ୍ ଠାବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏହାରି ମଧ୍ୟରେ ରାଜ୍ୟରେ ୩ ବ୍ରିଟେନ୍‌ ଷ୍ଟ୍ରେନ୍ ଠାବ ହୋଇଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ନେସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍‌.କେ…

ରାଉରକେଲା NITରୁ ୩ ଛାତ୍ରଛାତ୍ରୀଙ୍କୁ…

ରାଉରକେଲା: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବର ସ୍ଥିତ ପରେ ଏବେ ରାଉରକେଲା NITର ୩ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, ଗତ ୧୦ ଓ ୧୫…

ଷ୍ଟୋଭ୍ ଫାଟି ମହିଳା ମୃତ

ଢେଙ୍କାନାଳ: ଷ୍ଟୋଭ୍ ଫାଟି ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଯାଆନ୍ଦାପଶି ଗାଁରେ। ଆଜି ସକାଳ ସମୟରେ ଷ୍ଟୋଭ ଫାଟି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ସୀମା ଭୋଇ(୩୦)। ସୂଚନା ମୁତାବକ, ରୋଷେଇ କରୁଥିବା ସମୟରେ ଷ୍ଟୋଭ…