Odisha Link
Bridging the Missing Links in Odisha
Daily Archives

April 20, 2021

ଅନ୍ତିମ ବିକଳ୍ପ ହେଉ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ପୁଣି ଦିନକୁ ଦିନ ଦେଶରେ ବଢ଼ୁଛି କରେନା ସଂକ୍ରମଣ। କରୋନା ମୁକାବିଲା ପାଇଁ ରାଜ୍ୟମାନେ କଲଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆମକୁ ଦେଶକୁ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ ।  କାରଣ ଆମକୁ…

ସବୁ ରାଜ୍ୟକୁ ମୋଦୀଙ୍କ ପରାମର୍ଶ,…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତିତ ଦେଶବାସୀ। ଏସବୁ ମଧ୍ୟରେ ମଙ୍ଗଳାବର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କୋରୋନା ସଙ୍କଟ ମଧ୍ୟରେ ଲକଡାଉନର ଭୟ। ଜନସଧାରଣଙ୍କୁ ଆଶ୍ବସ୍ତ କଲା ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ବରରୁ ଆଉ ୫୮୧ କରୋନା ପଜିଟିଭ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍‌ କରିଛି। ଭୁବନେଶ୍ବରରେ ଆଜି ୫୮୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ ୧୧୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୭୦ ଜଣ ରହିଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ କରୋନା…

କରୋନା ସମୀକ୍ଷା: ପ୍ରବାସୀଙ୍କ ଫେରିବା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ରାଜ୍ୟ ଲକଡାଉନ ଘୋଷଣା କରିଥିବା ବେଳେ ଆଜି କରୋନା ସ୍ଥିତି ସମୀକ୍ଷା କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।…

ରାଜ୍ୟରେ ମାସେ ଯାଏଁ ୧୪୪ ଧାରା ଲାଗୁ

ଜୟପୁର: କାୟା ମେଲାଉଛି ମହାମାରୀ କରୋନା। କରୋନା ସଂକ୍ରମଣକୁ ରୋକିବାକୁ ସରକାର କଠୋର ପଦକ୍ଷେପ ନେଉଛନ୍ତି।ଏହି ପରି ପ୍ରେକ୍ଷୀରେ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ କରାଯାଇଥିଲେ ମଧ୍ୟ ରାଜସ୍ଥାନ ସରକାର ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା(ଟିଏଫଏଲ)ରେ କୋଲ ଗ୍ୟାସିଫିକେସନ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ ଦେଇଥିବାରୁ…

ନକଲି ଆଇପିଏସ୍ ଅଧିକାରୀ ଗିରଫ, ଡିଆଇଜି…

ପାଟନା: ନକଲି ଆଇପିଏସ୍‌ ଅଧିକାରୀକୁ ଡିଆଇଜି ଭାବି ସାଲ୍ୟୁଟ ମାରିଲେ ଥାନାବାବୁ। ଟଙ୍କା ଆଦାୟ କରିବାକୁ ଆସି ଧରା ପଡିଲେ ନକଲି ଆଇପିଏସ ଅଫିସର। ଏଭଳି ଘଟଣା ଘଟିଛି ବିହାରର ଦୀପନଗର ଥାନା ଅନ୍ତର୍ଗତ କୋରାଇରେ। ନକଲି ଆଇପିଏସ ଅଫିସରଙ୍କ ନାମ ହେଉଛି ସୁଜିତ କୁମାର। ସୂଚନା ମୁତାବକ, ସୁଜିତ କୁମାର ନିଜକୁ…

ବଢ଼ିଲା ଅଟୋ ଭଡ଼ା, ସର୍ବନିମ୍ନ ୨୦ଟଙ୍କା

ଭୁବନେଶ୍ୱର: ବଢ଼ିଲା ଅଟୋ ଭଡ଼ା।  ରାଜଧାନୀ ଭୁବନେଶ୍ୱରରେ ଅଟୋରିକ୍ସା ମହାସଂଘ ଅଟୋ ଭଡ଼ା ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରିଥିବା ବେଳେ ଭୁବନେଶ୍ୱରରେ ଯାତ୍ରୀଙ୍କୁ ମୁଣ୍ଡପିଛା ସର୍ବନିମ୍ନ ୨୦ଟଙ୍କା ଭଡ଼ା ଦେବାକୁ ପଡ଼ିବ।…

କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ

କଟକ: ଆସନ୍ତା କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପରେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ। ଏଥିସହ ଅଳ୍ପ ସଂଖ୍ୟାକ ସେବାୟତଙ୍କୁ ନେଇ ଠାକୁରଙ୍କ…

ସୋଆ ପକ୍ଷରୁ ବୃତ୍ତିଗତ ଏବଂ ଗବେଷଣା…

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ବୃତ୍ତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି। ଭର୍ଚୁଆଲି ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି…