କାହାଣୀ ନକଲ, ପୋଷ୍ଟର ବି ନକଲ!

ଭୁବନେଶ୍ବର: ଜି-ସାର୍ଥକ୍‌ ଫିଲ୍ମ ପକ୍ଷରୁ ‘ମୋନାଲିସା’ ନାମରେ ଏକ ଓଡ଼ିଆ ସିନେମା ପ୍ରସ୍ତୁତ ହୋଇଥିବା ବେଳେ ଏହା ଏକ ପ୍ରସିଦ୍ଧ ମଲାୟଲମ ସିନେମାର ନକଲ ବୋଲି ଚର୍ଚ୍ଚା ହେଉଛି। ଉଭୟ ଚଳଚ୍ଚିତ୍ରର ପୋଷ୍ଟରରେ ଯଥେଷ୍ଟ ସାମଞ୍ଜସ୍ୟ ଥିବା ବେଳେ କାହାଣୀ ମଧ୍ୟ ନକଲ। ମାଥୁକୁଟ୍ଟି ଜାଭିୟରଙ୍କ ନିର୍ଦ୍ଦେଶିତ ପ୍ରଥମ ମଲାୟଲମ୍‌ ଚଳଚ୍ଚିତ୍ର ହେଲେନ୍ ଏ ବର୍ଷ ୨ଟି ଜାତୀୟ ପୁରସ୍କାର ପାଇଛି। ବେଷ୍ଟ୍‌ ଡେବ୍ୟୁ (ପ୍ରଥମ କାମ) ନିର୍ଦ୍ଦେଶକ ସମେତ ବେଷ୍ଟ୍‌ ମେକଅପ୍‌ ଆର୍ଟିଷ୍ଟ୍‌ ପୁରସ୍କାର ଏହି … Continue reading କାହାଣୀ ନକଲ, ପୋଷ୍ଟର ବି ନକଲ!