Odisha Link
Bridging the Missing Links in Odisha
Daily Archives

May 4, 2021

କଙ୍ଗନାଙ୍କୁ ବିଦାକଲା ଟୁଇଟର୍

ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବିବାଦୀୟ ଟୁଇଟ୍‌ ପରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ସ୍ଥାୟୀ ଭାବେ ବିଦା କରିଛି ବିଶ୍ବର ସବୁଠୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟୁଇଟର୍। ବାରମ୍ବାର ଘୃଣାପୂର୍ଣ ମନ୍ତବ୍ୟ ଓ ଆପତ୍ତିଜନକ ବ୍ୟବହାର କରି କଙ୍ଗନାଙ୍କ ଆକାଉଣ୍ଟ ଟୁଇଟର୍‌ ନୀତିର ବିରୁଦ୍ଧାଚରଣ…

କରୋନା ଟିକା ନେଲେ ମିଳିବ ମାଗଣା ବିୟର,…

ୱାଶିଂଟନ୍: କରୋନା ମହାମାରୀରେ ସାରା ବିଶ୍ବ ଜୁଝୁଥିବା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଜୋରଦାର ଚାଲିଛି। ଏହାରି ମଧ୍ୟରେ କୋଭିଡ୍ ଟିକା ନେଲେ ମାଗଣା ବିୟର୍ ମିଳିବ କଥା ସାମ୍ନାକୁ ଆସିଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଶେଷକରି ଯୁବବର୍ଗଙ୍କୁ କୋଭିଡ୍ ଟିକା ନେବା ପାଇଁ ଆକୃଷ୍ଟ…

ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କୁ…

ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। ଏଣିକି ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍…

କାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ରହିବ। ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ। ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ। ଫଳରେ ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ…

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ଦେଶରେ କାୟା ମେଲାଇଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବହୁ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମାତା…

ଏତଲା ନେବାକୁ ଘରକୁ ଆସିବ ପୁଲିସ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌। ମେ' ୫ରୁ ଆରମ୍ଭ ହୋଇ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଏହି ସମୟରେ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ। ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଏଣିକି…

ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ…

ଭୁବନେଶ୍ବର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି…

କରୋନା ପାଇଁ ବାତିଲ ହେଲା ୫ ଟ୍ରେନ୍

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ଟି ଟ୍ରେନକୁ ବାତିଲ୍‌ କରାଯାଇଛି। ପୂର୍ବତଟ ରେଳପଥ ୫ଟି ସ୍ବତନ୍ତ୍ର ଟ୍ରେନକୁ ବାତିଲ୍ କରିଛି। କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ଏହି ଟ୍ରେନ୍ ଗୁଡ଼ିକ ଟ୍ରେନ୍ ବାତିଲ କରାଯାଇଛି। ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର…

ଭୁବନେଶ୍ୱରରୁ ୧୧୧୬ ନୂଆ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ହୁ ହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟର ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ଏବଂ ୯୩୯ ଲୋକାଲ…

ଆସନ୍ତା କାଲିଠୁ ମୋ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅର୍ଥା୍ତ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମୋ ବସ୍…