Odisha Link
Bridging the Missing Links in Odisha
Daily Archives

May 5, 2021

‘ଅନ୍ତର୍ଜାତୀୟ’ ଶବ୍ଦକୁ…

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଓଡ଼ିଆ ଲେଖକ ମନୋଜ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟର ମନୋଜପ୍ରେମୀମାନେ ସରକାରଙ୍କୁ ନାନାଦି ପରାମର୍ଶ ଦେଇଥିଲେ। ଶ୍ରୀ ଦାସଙ୍କ ମୃତ୍ୟୁର ମାତ୍ର ସପ୍ତାହେ ପରେ ତରବରିଆ ଭାବରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଲେ, ତାହା ସବୁ…

ଭୁବନେଶ୍ବରରୁ ୧୦୭୪ ନୂଆ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ରାଜଧାନୀ ଭୁବନେଶ୍ୱରରେ ପୁଣି ଆଜି ୧୦୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୫୯୯ ଜଣ ସୁସ୍ଥ…

‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରର…

ଭୂବନେଶ୍ୱର: ଗଣତନ୍ତ୍ରରେ ହିଂସାର କୈାଣସି ସ୍ଥାନ ନାହିଁ। ଗଣତନ୍ତ୍ର ପ୍ରକ୍ରିୟାରେ ଜନତାଙ୍କ ଇଚ୍ଛା ଅନୁସାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମସି କାର୍ଯ୍ୟକର୍ତ୍ତାମାନେ ଯେଉଁ ଭଳି ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ବର ଓ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୧୭୬ କରୋନା…

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୧୭୬ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଓଡିଶାରେ ଏଯାଏଁ ମୋଟ ୪ ଲକ୍ଷ ୧୬ ହଜାର ୪୦୩ ଜଣ ସୁସ୍ଥ ହୋଇସାରିଲାଣି। ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୪ ଜଣ…

ଲକ୍ଷ୍ନୌର ଅକ୍ସିଜେନ ରିଫିଲି ପ୍ଲାଣ୍ଟରେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅଘଟଣ ଘଟିଛି। ଅକ୍ସିଜେନ ପ୍ଲାଣ୍ଟ ବିସ୍ଫୋରଣ ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଘଟଣା ସ୍ଥଳରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି।…

ପଶ୍ଚିମବଙ୍ଗ ହିଂସା: ପୁଲିସ୍‌ ଡିଜି ଓ…

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାବତ୍‌ ୧୪ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି। ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମମତା। ସେ ବର୍ତ୍ତମାନର ପୁଲିସ ଡିଜି ଓ ଏଡିଜିଙ୍କୁ ହଟାଇ ଦେଇଛନ୍ତି।…

କାଳବୈଶାଖୀ ଆଶଙ୍କା, ୨୩ ଜିଲ୍ଲାକୁ ସତର୍କ…

ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଉକ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୨୩ ଜିଲ୍ଲାକୁ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ…

ବେଙ୍ଗଲ ହିଂସା: ଭାଇରାଲ୍‌ ହେଉଛି ଭଦ୍ରକ…

ଭୁବନେଶ୍ବର: ଓଡ଼ିଶାର ଭଦ୍ରକରେ ଉତ୍ତୋଳିତ ଗୋଟିଏ ଭିଡିଓକୁ ପଶ୍ଚିମବଙ୍ଗରେ ହିଂସା ବେଳର ଭିଡିଓ ବୋଲି କହି ପ୍ରଚାର କରାଯାଉଛି। ଆଉଗୋଟିଏ ମିଛ ଭିଡିଓରେ 'ଖେଳା ହେବୋ' ଗୀତ ତାଳେତାଳେ ଟିଏମ୍‌ସି କର୍ମୀ ହାତରେ ଖଣ୍ଡା ତଲଓ୍ବାର ଧରି ନାଚୁଛନ୍ତି ବୋଲି ପ୍ରଚାର କରାଯାଉଛି। ଏଭଳି ଅନେକ ମିଛ ଭିଡିଓ ସାମାଜିକ…

ଅକ୍ସିଜେନ ଅଭାବରୁ ମେଡିକାଲରେ ଚାଲିଗଲା ୮…

ନୂଆଦିଲ୍ଲୀ:  ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି। ଏହାରି ଭିତରେ ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଖବର। ଦିଲ୍ଲୀ…

କଂଗ୍ରେସ, ବିଜେପି ଓ ବାମ ଦଳର ନିନ୍ଦା:…

ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିପୁଳ ବିଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏପରିକି କେତେକ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଭାଙ୍ଗିଦେଇଥିବା ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ମେ ୨ ପରଠାରୁ ଏଯାବତ୍‌ ୧୪ ଜଣ ଏହି ହିଂସାରେ…