Odisha Link
Bridging the Missing Links in Odisha
Monthly Archives

May 2021

ଜୁନ୍ ୨ରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ…

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ। ଟିକା ଅଭାବ କାରଣରୁ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି…

ସିଦ୍ଧାର୍ଥ ପିଠାନିଙ୍କ ଗିରଫ ପରେ…

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିବ। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ। ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କକୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ…

ରାଜଧାନୀରେ ମହିଳାଙ୍କୁ ଛୁରାମାଡ଼ କରି…

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ କଟକଣା ଭିତରେ ମଧ୍ୟ ଲୁଟେରା ସକ୍ରିୟ। ପୁଲିସ ବିଭିନ୍ନ ଛକରେ ରହି କଡ଼ାକଡ଼ି ଯାଞ୍ଚ କରୁଥିଲେ ମଧ୍ୟ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ। ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ମୁତାବକ,…

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ରୋକିବା…

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ରୋକିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କରୋନା ପାଇଁ ଦିଲ୍ଲୀ ଲକଡାଉନ ରହିଥିବା ବେଳେ ଏହି ପ୍ରକଳ୍ପ କାମ କିନ୍ତୁ ଚାଲୁ ରହିଥିଲା। ଯାହାକୁ ବିରୋଧ କରି ଅନ୍ୟ ମଲହୋତ୍ରା ଏବଂ ସୋହିଲ ହାସମି ପିଆଇଏଲ ଦାଖଲ କରିଥିଲେ।…

ଅଲପନ ଯିବେନି ଦିଲ୍ଲୀ, ବଦଳି ଆଦେଶର…

କୋଲକାତା: କେନ୍ଦ୍ରର ଡାକରା ସତ୍ତ୍ବେ ଦିଲ୍ଲୀ ଯିବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବୋନ୍ଦୋପାଧ୍ୟାୟ। ଅଲପନଙ୍କୁ ଦିଲ୍ଲୀ ଛାଡ଼ିବାକୁ ନାରାଜ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଅଲପନଙ୍କୁ ଦାୟିତ୍ୱରୁ ମୁକ୍ତ କରିପାରିବେନି। ତେଣୁ କେନ୍ଦ୍ର ସରକାର ତାଙ୍କ ବଦଳି ଆଦେଶର…

ରାଜ୍ୟରେ ଶତକ ଟପିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ଲଗାତାର ତେଲ ଦର ହୁହୁ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା।…

ରାଜ୍ୟରେ ପ୍ରଥମ ବ୍ଳାକ୍ ଫଙ୍ଗସ୍ ରୋଗୀଙ୍କ…

ସମ୍ୱଲପୁର: ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ବ୍ଳାକ୍ ଫଙ୍ଗସ୍‌ ଚିନ୍ତା ବଢ଼ାଇଲାଣି। ଆଜି ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଧିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ଭୀମସାରରେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ତିନିଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର…

ରଥଯାତ୍ରା ୨୦୨୧: ଆଜିଠୁ ଆରମ୍ଭ ହେବ ଅଖ…

ପୁରୀ: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜିଉଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ଜଗି ଆଗଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଅନ୍ୟପଟେ ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ଅର୍ଥାତ୍ ପଇର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି…

କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ ସଂଖ୍ୟା:…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍‌ ଲାଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତତ ୨୪ଘଣ୍ଟାରେ ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ…

ତଳମୁହାଁ କରୋନା ଗ୍ରାଫ୍: ଦିନକରେ ୮୩୧୩…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍। ଦିନକୁ ଦିନ ଉପରମୁହାଁ ହେଉଥିବା କରୋନା ଗ୍ରାଫ୍‌ରେ ଲାଗିଛି ଅଙ୍କୁଶ। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୮୩୧୩ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୪,୯୯୭ରେ ପହଁଞ୍ଚିଛି। ଚିହ୍ନଟ…