Odisha Link
Bridging the Missing Links in Odisha
Daily Archives

June 4, 2021

ଭ୍ୟାକସିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ…

କୋଲକାତା: ମୋଦି ଓ ଦିଦିଙ୍କ ବିବାଦ ଥମିବାର ନାଁ ନେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମମତା ଭ୍ୟାକସିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାଟି ତାଙ୍କ ଫଟୋ ରଖିଛନ୍ତି। ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ…

ଆସନ୍ତା କାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜଧାନୀରେ ସାମ୍ୱାଦିକଙ୍କୁ ଦିଆଯିବ ୨ୟ ଡୋଜ୍‌ ଟିକାକରଣ କରାଯିବ। ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ୟରତ…

୫ ଜି ମାମଲାରେ ଜୁହି ଚାୱଲାଙ୍କ ଆବେଦନ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଝଟକା। ଭାରତରେ ୫ଜି ନେଟୱର୍କ ସେବା ଆରମ୍ଭ ନ କରିବା ପାଇଁ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଭିତ୍ତିହୀନ ଆବେଦନ କରିଥିବାରୁ କୋର୍ଟ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି। ଏହି ଜରିମାନା ରାଶିକୁ…

ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ

ମୁମ୍ବାଇ: ବିବାହ ବନ୍ଧନରେ ହେଲେ ବଲିଉଡ ଅଭିନେତ୍ରୀ ୟାମି ଗୌତମ। ଲକଡାଉନ୍‌ରେ ଗୋପନରେ ବିବାହ କରିଛନ୍ତି ୟାମି। ନିଜ ପରିବାର ଲୋକ ଏବଂ ନିକଟ ସମ୍ପର୍କିୟଙ୍କ ଉପସ୍ଥିତିରେ ବହୁ ଦିନର ସାଙ୍ଗକୁ କଲେ ଜୀବନସାଥୀ। ଉରି ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି ୟାମି। ବୈଦିକ ରତିନୀତିରେ ଦୁହିଁଙ୍କ…

ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ…

ଭୁବନେଶ୍ବର: ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ମୋଡ଼୍‌ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଓଡ଼ିଶା ସରକାରଙ୍କର ଶିଶୁ ସୁରକ୍ଷା ସୋସାଇଟିର ପୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ପ୍ରୀତିକାନ୍ତ ପଣ୍ଡା ଯୋଗ…

ଜୁନ ୮ରେ ଦକ୍ଷିଣ ଓଡ଼ିଶା ଛୁଇଁବ ଦକ୍ଷିଣ…

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଞ୍ଚି ସାରିଥିବା ବେଳେ ଏହା ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିସାରିଛି। ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ…

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦…

ଭୁବନେଶ୍ୱର: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ। ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ…

ୟୁ-ଟ୍ୟୁବରେ ହେବ ରଥଯାତ୍ରାର…

ଭୁବନେଶ୍ୱର: ପାଖେଇ ଆସୁଛି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା। ମାତ୍ର ରାଜ୍ୟରେ କରୋନା ମହାମାରୀ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।…

ଗ୍ଲୋବାଲ୍ ଟେଣ୍ଡରକୁ ମିଳିଲା ଦୁଇଟି ବିଡ୍

ଭୁବନେଶ୍ୱର: ଟିକା ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଛନ୍ତି। ଗ୍ଲୋବାଲ୍ ଟେଣ୍ଡରରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି। ଆଜି ଦୁଇଟି ବିଡ୍ ଆସିଛି। ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଭୋଲଟେଜ୍…

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଭୋଲଟେଜ୍ ଡ୍ରାମା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ ଧରିବା ପରେ ରାଜଧାନୀ ଆଇ. ଜି. ପାର୍କରେ ଶୁକ୍ରବାର ଦେଖିବାକୁ ମିଳିଛି ହାଇଡ୍ରାମା। ଯୁବତୀ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍‌ ଧରି ବସିଛନ୍ତି। ମୋର ଘର ଲୋକ କଣ ତୁମକୁ…