Odisha Link
Bridging the Missing Links in Odisha
Daily Archives

June 5, 2021

ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ…

ଉତ୍ତରପ୍ରଦେଶ: ଜଣଙ୍କୁ ପିନ୍ଧାଇଲେ ବରମାଳା ଆଉ ଜଣଙ୍କୁ କଲେ ବିବାହ। ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ କନ୍ୟାକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ୨ଟି ବର। ଜଣେ କନ୍ୟାକୁ ବରମାଳା ପିନ୍ଧାଇଲେ ତ ଆଉ ଜଣେ ଶିଶୁପାଳ ହୋଇ ଫେରିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

ଦିଲ୍ଲୀ ସରକାରଙ୍କ ଡୋର ଷ୍ଟେପ୍‌ ରାସନ…

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରିଥିବା ଡୋର ଷ୍ଟେପ୍‌ ରାସନ ଯୋଗାଣ ଉପରେ କେନ୍ଦ୍ରର ରୋକ। ଲୋକଙ୍କୁ ଦୁଆର ମୁହଁରେ ରାସନ ସାମଗ୍ରୀ ଯୋଗାଇ ଦେବାକୁ କେନ୍ଦ୍ର ରୋକ ଲଗାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଆସନ୍ତାକାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସ କନଫରେନ୍ସ କରିବେ।…

ଏହି ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଟ୍ୱିଟ ହଟାଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର। ଟ୍ୱିଟର ବିରୋଧରେ ନାଇଜେରିଆ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଦୁଇପାଖିଆ…

ଭାରତ ବାହାରେ ହେବ ଆଇସିସି ଟି-୨୦…

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବ। ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତରେ ଏବେ କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜେଲ ଗଲେ…

ମୁମ୍ବାଇ: ଜେଲ ଗଲେ ଟେଲି ଅଭିନେତା ପର୍ଲ ପୁରୀ। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ଦୁଷ୍କର୍ମ ନେଇ ଅଭିନେତା ପର୍ଲ ପୁରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ନିକଟରେ ଗତ ଶୁକ୍ରବାର ଏକ ଅଭିଯୋଗ ହୋଇଥିଲା। ପରେ ୱାଲିଭ ଥାନା ପକ୍ଷରୁ ଘଟଣାର…

ମେ ମାସରେ କମିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ କରିଥିବା ବେଳ ମେ’ ମାସରେ ଜିଏସଟି ରାଜସ୍ୱ ୧ ଲକ୍ଷ ୨ ହଜାର କୋଟିକୁ ହ୍ରାସ ପାଇଛି। କରୋନା ମହାମାରୀର ୨ୟ ଲହର କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ କରାଯ଼ାଇଥିବାରୁ ବ୍ୟବସାୟ କାରବାର ପ୍ରଭାବିତ ହୋଇଛି। ମେ’ ମାସରେ ୧,୦୨,୭୦୯ କୋଟି…

ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ…

ନୂଆଦିଲ୍ଲୀ: ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ ଉତ୍ତମ ପ୍ରଭାବ ପକାଉଛି। ଏକବିଂଶ ଶତାବ୍ଦୀର ଭାରତରେ ପ୍ରମୁଖ ପ୍ରାଥମିକତା ଇଥାନଲ୍ ହୋଇଛି ଏବଂ ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଜି ବିଶ୍ୱ ପରିବେଶ…

ବିଶ୍ୱ ପରିବେଶ ଦିବସରେ ଚାରା ରୋପଣ କରି…

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସଟି ବିଭାଗ, ଭୁବନେଶ୍ୱର ଜୋନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା। ଭୁବନେଶ୍ୱର ଜୋନର…

ମମତାଙ୍କ ପୁତୁରା ହେଲେ ଟିଏମସିର ସାଧାରଣ…

କୋଲାକତା: ଆଜି ତୃଣମୂଳ କଂଗ୍ରେସର ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ରୂପେ ନିଯୁକ୍ତ କରିଛନ୍ତି। ନିର୍ବାଚନ ପରେ ଆଜି ପ୍ରଥମଥର ପାଇଁ ଟିଏମସିର…

ବର୍ଷା ଓ ବଜ୍ରପାତ ଆଶଙ୍କା, ୨୦ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,…