Odisha Link
Bridging the Missing Links in Odisha
Daily Archives

June 9, 2021

ଗୁଗଲ୍ ମ୍ୟାପ୍‌ ଦେଖି ଗାଡ଼ି ଚଲାଉଥିଲେ…

ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ଅଜଣା ସ୍ଥାନକୁ ଯାତ୍ରା କରୁଥିଲେ ପାୟତଃ ସଠିକ୍‌ ରାସ୍ତା ପାଇଁ ଗୁଗୁଲ ମ୍ୟାପ୍‌ର ସହଯୋଗ ନେଇଥାନ୍ତି। ଠିକ୍‌ ସେହିପରି ଜଣେ ଡ୍ରାଇଭର ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଗୁଗୁଲ ମ୍ୟାପ୍‌ ଦେଖି। ହେଲେ ସେ ଜାଣି ନଥିଲେ ଯେ, ଗୁଗୁଲ ମ୍ୟାପ୍‌ ଅନୁଧ୍ୟାନ କରି ଗାଡ଼ି ଚଳାଇଲେ…

୧୦ରୁ ୧୪ ପ୍ରବଳ ବର୍ଷିବ, ସତର୍କ କରାଇଲେ…

ଭୁବନେଶ୍ବର: ବାତ୍ୟା ୟାସ୍‌ କରିଥିବା କ୍ଷତ ଶୁଖି ନଥିବା ବେଳେ ଏବେ ରାଜ୍ୟରେ ହେବ ପ୍ରବଳ ବର୍ଷା। ଆସୁଛି ପ୍ରବଳ ବର୍ଷା। ରାଜ୍ୟରେ ଚାରି ଦିନ ଧରି ଛେଚିବ। ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମିର ଆଗମନ ସହ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ଟାଇମସ ହାଇଅର ଏଜୁକେସନ୍‍ ଏସିଆ…

ଭୁବନେଶ୍ୱର: ଦି ଟାଇମସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମସ ହାଇଅର ଏଜୁକେସନ୍‍’ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଂ ଫଳଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ…

କରୋନା ପରେ ଏବେ ହନ୍ତା ଭାଇରସ୍

ମିସିଗନ: କରୋନା ମହାମାରୀ ପରେ ଏବେ ଆତଙ୍କ ସୃଷ୍ଟି କରିଛି ହନ୍ତା ଭାଇରସ୍। କରୋନା ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି। ଏଠାରେ ଜଣେ ମହିଳାଙ୍କ…

କରୋନିଲ କିଟ୍ ବିତରଣ ଉପରେ ରୋକ ଲଗାଇଲା…

ନେପାଳ: ବାବା ରାମଦେବଙ୍କୁ ଆଉ ଏକ ଝଟକା। ଭୁଟାନ ପରେ ନେପାଳରେ ବି କରୋନିଲ କିଟ ଉପରେ ରୋକ ଲଗାଯାଇଛି। ପତଞ୍ଜଳୀ କମ୍ପାନୀରୁ ନେପାଳକୁ ଉପହାର ସ୍ୱରୂପ କରୋନିଲ କିଟ୍ ଦିଆଯାଇଥିଲା। ମାତ୍ର ନେପାଳ ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ଆଉ କହିଛନ୍ତି କରୋନାକୁ ମାତ ଦେବାକୁ କରୋନିଲ ପ୍ରଭାବୀ ନୁହେଁ।…

ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ,…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପାଠକ ବାପପୁଅଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ…

କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇକମୋ…

ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା…

ସେପ୍ଟେମ୍ବରରେ ଆସିପାରେ କରୋନାର ତୃତୀୟ…

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ। ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ…

କର୍ମଚାରୀଙ୍କୁ ୧ ନିୟୁତ ଟିକା ଯୋଗାଇକୁ…

ନୂଆଦିଲ୍ଲୀ: କରୋନା ମହାମାରୀରେ କୋଲ୍‌ ଇଣ୍ଡିଆର ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ତା’ର କର୍ମଚାରୀଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ନେଇ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ ୧ ନିୟୁତ ଡୋଜ୍‌…

କେସିଙ୍ଗା ଷ୍ଟେସନ ନିକଟରେ କଣ୍ଟେନରରୁ…

କଳାହାଣ୍ଡି: କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍। ରେଳ ଯୋଗେ ଅକ୍ସିଜେନ୍ ପରିବହନ ବେଳେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଛି। ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି। ସୂଚନା ମୁତାବକ, ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ…