Odisha Link
Bridging the Missing Links in Odisha
Daily Archives

June 10, 2021

ମାନିଲେନି କଟକଣା, ମହାପ୍ରସାଦ ପାଇଁ ମାଳ…

ପୁରୀ : ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ମହାପ୍ରସାଦ ବିକ୍ରୟ ନେଇ ଅଣ୍ଟା ଭିଡିଥିଲା ପୁରୀ ଜିଲ୍ଲା ପ୍ରଶାସନ। ହେଲେ ଅସଲ ବେଳକୁ ସବୁ ଅବ୍ୟବସ୍ଥା ପଦାରେ ପଡିଛି। ଲୋକେ ଘଣ୍ଟା ଘଣ୍ଟା ଧରି ଟୋକେନ ଧରି ଛିଡା ହୋଇଥିବା ବେଳେ ସେମାନଙ୍କୁ ଅବଢ଼ା ମିଳି ପାରିଲା ନାହିଁ। ଯାହାକୁ ନେଇ ଢ଼େର ସମୟ…

‘ଆପଣଙ୍କ ଛୋଟ ଛୋଟ ସାହାଯ୍ୟ ମୋ…

ଭୁବନେଶ୍ବର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ୨୪ ବର୍ଷିୟ ପୁଅ। ଶେଷ ହେବାକୁ ବସିଲାଣି ପାଖରେ ଥିବା ଟଙ୍କା। ଦୈନକ ଖର୍ଚ୍ଚ ପାଖାପାଖି ୨୦ ହଜାର। ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଏବେ ବାପାଙ୍କ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ଯୁବ ସାମ୍ବାଦିକ…

ଓଡ଼ିଶାର ସବୁ ଭେଷଜ ମହାବିଦ୍ୟାଳୟରେ ECMO…

ଭୁବନେଶ୍ବର: ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇ…

ଦୁଷ୍କର୍ମ କାରଣ ହେଉଥିବାରୁ ଝିଅଙ୍କୁ…

ଅଲିଗଡ଼: ଦୁଷ୍କର୍ମ କାରଣ ହେଉଥିବାରୁ ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ ବୋଲି ଉତ୍ତର ପ୍ରଦେଶ ମହିଳା କମିସନ୍‌ର ଜଣେ ସଦସ୍ୟା କହିଛନ୍ତି। ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ବିଷୟରେ ପଚରା ଯିବାରୁ ସଦସ୍ୟା ମୀନା କୁମାରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,…

ନିଷ୍ଠୁର କରୋନା: ସାବିତ୍ରୀ ପୂଜା ସାରି…

ଆଠଗଡ଼: ସାବିତ୍ରୀ ପୂଜା ସାରି ଫେରିବା ବେଳକୁ ସ୍ୱାମୀଙ୍କ ମୃତ୍ୟୁ। ସାବିତ୍ରୀ ବ୍ରତ ଅବସରରେ ସ୍ୱାମୀଙ୍କ ଆଶୁ ଆରୋଗ୍ୟ ସହ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାପାଠ ସାରି ଘରକୁ ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା…

ବାତ୍ୟା କ୍ଷତିଗ୍ରସ୍ତଙ୍କ ଚାଷୀଙ୍କ ପାଇଁ…

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସବସିଡି ମିଳିବ।…

ଭୁବନେଶ୍ୱର ଏମ୍ସରେ ଲାଗିବ ଇକମୋ ମେସିନ

ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା…

ପାଣି ବଦଳରେ ତହସିଲଦାରଙ୍କୁ ପିଆଇଲେ…

ଶ୍ରୀନଗର: ପାଣି ବଦଳରେ ଭୁଲରେ ଏସିଡ୍ ପିଇଦେଲେ ତହସିଲଦାର। ଜମ୍ମୁ-କାଶ୍ମୀରର କୁଲଗାମର ଜଣେ ଅଧିକାରୀ ପିଇବା ପାଇଁ ଦୋକାନୀଙ୍କଠୁ ଏକ ପାଣି ବୋତଲ କିଣିଥିଲେ। କିନ୍ତୁ ଦୋକୀନୀ ଭୁଲରେ ପାଣି ବଦଳରେ ଏସିଡ୍ ବୋତଲ ଦେଇଥିଲେ। ଏହାକୁ ପିଇବା ପରେ ତାଙ୍କ ପାଟି ଓ ତଣ୍ଟି ପୋଡିଥିଲା। କୁଲଗାମ ହାଜିପୁରାର…

ରଜ ପାଇଁ ବଢ଼ିଲା କଟକଣା, ଆଜିଠୁ ଟୁଇନ…

ଭୁବନେଶ୍ବର: ରଜ ପାଇଁ ବଢ଼ିଲା କଟକଣା। ଆଜିଠୁ ଟୁଇନ ସିଟିରେ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ। ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି…

ହ୍ରାସ ହେଲା ସୁନା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ସାବିତ୍ରୀ ବ୍ରତରେ ହ୍ରାସ ପାଇଛି ସୁନା ଦର। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି। ରୂପା ଦରରେ ହ୍ରାସ ପାଇଁ କିଲୋଗ୍ରାମ ପିଛା ୭୧,୫୦୭ ଟଙ୍କା ହୋଇଛି। ଭୁବନେଶ୍ୱରରେ ଏବେ…