Odisha Link
Bridging the Missing Links in Odisha
Daily Archives

June 12, 2021

ଆନ୍ଧ୍ର-ଓଡ଼ିଶା ସୀମାରୁ ଟିଫିନ୍ ବୋମା…

ମାଲକାନଗିରି: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରୁ ଟିଫିନ୍ ବୋମା ଜବତ। ବିଏସଏଫ ଏବଂ ଓଡ଼ିଶା ପୋଲିସ ମିଳିତ ଉଦ୍ୟମରେ ଏକ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି।…

ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ମିଳିବ…

ନୂଆଦିଲ୍ଲୀ: ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଆଉ କୈାଣସି ରିଜୋନାଲ ଟ୍ରାନ୍ସପର୍ଟ ଅଫିସ୍ କିମ୍ବା ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡିବ ନାହିଁ। ସଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା…

କେନ୍ଦ୍ରାପଡ଼ା: ମହିଳାଙ୍କୁ ଭିଡ଼ିନେଲା…

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର। ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି। ଏନେଇ ଖବର ପାଇ…

୯ ପ୍ରକାର ନକଲି ଔଷଧ ଠାବ

ଭୁବନେଶ୍ୱର: ଗତକାଲି କଟକରୁ ନକଲି ଫାଭିପିରାଭିର ଜବତ ହେବା ପରେ ଆଜି ଆଉ ୯ ପ୍ରକାର ନକଲି ଔଷଧ ଠାବ କରାଯାଇଛି। ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଠାବ କରାଯାଇଛି। ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ କରାଯାଇଛି।…

ଭୁବନେଶ୍ବରରୁ ୪୩୯ ନୂଆ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୩୫୪ ଜଣ।…

ଶିଳ୍ପା ମୋ ଘର ଭାଙ୍ଗି ନିଜ ଘର…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଠୀ ଓ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚା। ରାଜ୍ କୁନ୍ଦ୍ରାଙ୍କର ପ୍ରଥମ ପତ୍ନୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିରେ ରାଜକୁନ୍ଦ୍ରାଙ୍କୁ ପ୍ରଥମ ପତ୍ନୀ କବିତା କହିଛନ୍ତି କି ଶିଲ୍ପା ତାଙ୍କ ଘର ଭାଙ୍ଗି ଦେଇ…

କଟକରୁ ସେକ୍ସ ରାକେଟ୍ ଠାବ

କଟକ: କଟକରୁ ସେକ୍ସ ରାକେଟ୍ ଠାବ। କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି। ପୁଲିସ ହୋଟେଲରେ ଉପରେ ଚଢାଉ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ହୋଟେଲରେ ସେକ୍ସ ରାକେଟ ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ…

ସାମ୍ବାଦିକ ମେଘାଙ୍କୁ ସର୍ବୋଚ୍ଚ ପୁଲିଜର…

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘା ରାଜଗୋପାଲନଙ୍କୁ ମିଳିଛି ପ୍ରସିଦ୍ଧ ପୁଲିଜର ପୁରସ୍କାର। ପୁଲିଜର ହେଉଛି ସାମ୍ବାଦିକତା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ। ଆମେରିକା ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ। ଚାଇନାର ଅସଲ ଚେହେରାକୁ ସାରା ବିଶ୍ୱ ଆଗରେ ପର୍ଦ୍ଦାଫାସ କରିଥିବାରୁ ମେଘାଙ୍କୁ ଏହି…

କଟକରେ ବୟସ୍କଙ୍କ ଟିକାକରଣ ପାଇଁ ପିକ୍ଅପ୍…

କଟକ: ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ସେ କହିଛନ୍ତି, କଟକ ସହରରେରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା କିନ୍ତୁ ମେ’ ୧୫ରୁ କମୁଛି। କଟକ ସହରରେରେ…

ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର…

ନୂଆଦିଲ୍ଲୀ: ଆଜି ଜିଏସଟି କାଉନସିଲର ୪୪ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ ଜିଏସଟି ହ୍ରାସ କରାଯାଇଛି। ରେମଡେସିଭିର ଉପରୁ ଜିଏସଟି…