Odisha Link
Bridging the Missing Links in Odisha
Daily Archives

June 15, 2021

ଇସ୍ରୋରେ ଓଡ଼ିଆ ପୁଅ ପବିତ୍ର ମୋହନ

କାମାକ୍ଷାନଗର: ଇସ୍ରୋରେ ଓଡ଼ିଆ ପୁଅ। ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ। ସେଥିପାଇଁ ଇସ୍ରୋ (Indian Space Research Organisation)ରେ ଯୋଗଦେଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ସେ ଏହି ଶିଖରରେ ପହଞ୍ଚିଛନ୍ତି। ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।…

ଗଲଓ୍ଵାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ,…

ନୂଆଦିଲ୍ଲୀ: ଗଲଓ୍ଵାନ ଘାଟିରେ ଗତ ବର୍ଷ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ଆଜି ବର୍ଷେ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ‘ଗଲଓ୍ଵାନ ବୀର’ ନାମରେ ଜାରି ଏହି ଭିଡିଓରେ ଭାରତୀୟ ଯବାନଙ୍କ ପରାକ୍ରମଙ୍କୁ ଦର୍ଶାଯାଇଛି। ୪.୫୯ ମିନିଟ୍‌ର ଏହି ଭିଡିଓରେ ଭାରତୀୟ…

କରୋନାରୁ ସୁସ୍ଥ ହେଲେ ଆଉ ୬୭୯୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଆଜି କରୋନା ସଂକ୍ରମଣରୁ ୬୭୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୨ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।…

ଏଣିକି ବିନା ରେଜିଷ୍ଟ୍ରେସନ୍ ଓ ସ୍ଲଟ୍…

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍। ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଦରକାର ନାହିଁ। ୧୮ବର୍ଷରୁ ଊଦ୍ଧ୍ୱର୍ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ସେଠାରେ ଟିକା ନେଇପାରିବେ। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ…

ୟୁଟ୍ୟୁବ ଦେଖି ତିଆରି କଲେ ବୋମା,…

ନାଗପୁର: ୟୁଟ୍ୟୁବ ଦେଖି ତିଆରି କଲେ ବୋମା। ଶେଷରେ ଡିଫ୍ୟୁଜ୍‌ ପାଇଁ ଗଲେ ଥାନା। ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଗପୁରର ନନ୍ଦନବନ ଅଞ୍ଚଳରେ। ରାହୁଲ ପଗଡ଼େ ନାମକ ଜଣେ ଯୁବକ ହାତରେ ଏକ ବ୍ୟାଗ୍ ଧରି ଥାନାରେ ପହଞ୍ଚି ପୋଲିସକୁ ମୋ ହାତରେ ଥିବା ବ୍ୟାଗରେ ବୋମା ଅଛି ଏହାକୁ ବୋମାକୁ…

ରାମମନ୍ଦିର ଜମି ବିବାଦ: ୨ କୋଟିର ଜମିକୁ…

ଲକ୍ଷ୍ନୌ: ଅଯୋଧ୍ୟା ରାମମନ୍ଦିର ଜମି କଣିବା ନେଇ ବିବାଦ ଥମିବାର ନାଁ ଧରୁନାହିଁ । ହଠାତ ୧୦ ମିନିଟରେ ୧୮.୫ କୋଟି ହୋଇଥିବା ଜମିର ମୂଲ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ନେଇ ଜୋର ଧରିଛି ୟୁପି ରାଜନୀତି। ହମିଦ ହନସାରୀ ନାମକ ଜଣେ ବ୍ୟକ୍ତି ତିନି ଏକର ଜମିକୁ ୨୦୧୧ ମସିହାରେ ୨ କୋଟିରେ…

ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅଭିନେତା ପର୍ଲ ଭି ପୁରୀଙ୍କୁ ମିଳିଲା ଜାମିନ। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜୁନ୍ ୪ ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି। ଗିରଫ ପରେ ପର୍ଲ ଭିଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପୂର୍ବରୁ ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଥିଲା।…

ଦୁଇଟି ଡୋଜ୍‌ ଟିକା ନେଇ ବି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ମାତ୍ର ଏହାରି ମଧ୍ୟରେ ଦୁଇଟି ଡୋଜ୍‌ ଟିକା ନେଇ ପ୍ରଥମ ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଟିକା ନେଇ ଜଣେ ପ୍ରାଣ ହରାଇଥିବା…

ବୌଦ୍ଧରେ ନକଲି ଔଷଧ କାରବାର ଠାବ

ବୌଦ୍ଧ: ଦିନକୁ ଦିନ ବଢ଼ି ଚାଲିଚି ନକଲି ଔଷଧ କାରବାର। କଟକ,ବଲାଙ୍ଗୀର ପରେ ରାଜ୍ୟର ଏବେ ବୌଦ୍ଧ ଜିଲ୍ଲାରେ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିଛି। ନକଲି ଔଷଧ କାରବାରର ବଲାଙ୍ଗିର ଲିଙ୍କ ଜଣାପଡିବା ପରେ ଏହାର ଚେର ବୌଦ୍ଧକୁ ଲମ୍ବିଥିବା ଜଣାପଡିଛି। ବଲାଙ୍ଗୀର ସହର ସୁଦପଡାରେ ରହିଥିବା ମୋଦି…

ବର୍ଷା ଆଶଙ୍କା, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ ଏବଂ ଦେବଗଡ଼। ଏହି…