Odisha Link
Bridging the Missing Links in Odisha
Daily Archives

June 15, 2021

ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ…

ହୁବଲୀ: ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ ଟାୟାର୍‌। କର୍ଣ୍ଣାଟକ ହୁବଲୀରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା। ଗତକାଲି ସନ୍ଧ୍ୟାରେ। ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ କୌଣସି ପ୍ରକାରର ଜୀବନ ହାନି ହୋଇନାହିଁ।ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା…

ଆଗାମୀ ପ୍ରଧାନମନ୍ତ୍ରୀ ସମ୍ବିତ ପାତ୍ର!

ଭୁବନେଶ୍ବର: ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଓଡ଼ିଶା ଜନ୍ମିତ ଏହି ରାଜନେତା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗାଦି ସମ୍ଭାଳିବେ ବୋଲି ଏକ ଫେସବୁକ୍‌ ଗ୍ରୁପ୍‌ରେ ଦାବି କରାଯାଇଛି। ଫେସବୁକ୍‌ ଗ୍ରୁପ୍‌ର ନାମ ରହିଛି Dr Sambit Patra…

ପ୍ରେମିକର ଉନ୍ମତ୍ତକାଣ୍ଡ: ବନ୍ଧୁକଧାରୀ…

ବଲାଙ୍ଗୀର: ଧରା ପଡିଲା ବନ୍ଧୁକଧାରୀ ଯୁବକ। ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ପଶିଲା ଯୁବକ। ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ। ଦୀର୍ଘ ୫ ଘଣ୍ଟାର ଅପରେଶନ ପରେ ବିକ୍ରମକୁ ପୁଲିସ କାବୁ କରିଛି। ଉଦ୍ଧାର ସମୟରେ…

ରାସ୍ତାରେ ଏସ୍‌ପିଙ୍କୁ ପିଟିଲେ ୩…

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଅଭାବନୀୟ ଘଟଣା। ଏସପିଙ୍କୁ ମଝି ରାସ୍ତାରେ ପିଟିଲେ ୩ କନେଷ୍ଟବଳ। ଏପରିକି ଆକ୍ରମଣରୁ ବର୍ତ୍ତିବା ପାଇଁ ଏସ୍‌ପି ଜଣଙ୍କ ମଧ୍ୟ ନାକେଦମ ହୋଇ ଶେଷରେ ୧୦୦ ନମ୍ବରକୁ ଫୋନ କରି ସାହାଯ୍ୟ ମାଗିଥିଲେ। ମିଳିଥିବା ସୂଚନା ମୁତାବିକ, ଏସ୍‌ପି ବିଏମ ଶକୟା ଘରକୁ ସରକାରୀ ଗାଡ଼ିରେ…

ରାଜସ୍ଥାନ ରାଜନୀତିରେ ସଙ୍କଟର ଦ୍ୱିତୀୟ…

ଜୟପୁର: ବର୍ଷକ ପରେ ପୁଣି ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟର ଦ୍ବିତୀୟ ଲହର। ପ୍ରଥମ ଲହରରେ ଅଶୋକ ଗେହଲଟ ଜେନତେନ ପ୍ରକାରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ସରକାର ବଞ୍ଚାଇବାରେ ସଫଳ ହୋଇଥିଲେ। ହେଲେ ଦ୍ବିତୀୟ ଲହରରେ ଅଶୋକ ଗେହଲଟ୍‌ଙ୍କ ପାଇଁ…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ। ଅନ୍ୟପଟେ ଉପରମୁହାଁ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ…

ତଳମୁହାଁ କରୋନା ଗ୍ରାଫ୍, ଦିନକରେ ୩୪୦୫…

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେବାରେ କରୋନା ଗ୍ରାଫ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୫୯,୫୨୬ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା…